ଅନଲାଇନ୍‌ରେ ମହାପ୍ରଭୁଙ୍କ ପୂଜା

0

ଓଡ଼ିଆ ନ୍ୟୁଜ୍: ଅନଲାଇନ୍‌ରେ ମହାପ୍ରଭୁଙ୍କ ପୂଜା ପାଇଁ ଏକ ଆପ୍ଲିକେସନ ପକ୍ଷରୁ ବିଜ୍ଞପ୍ତି।ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ପୂଜା ପରିସେବା ଡଟ୍‌ କମ୍ ଆପ୍ଲିକେସନ।୪ ପ୍ରକାର ପୂଜା ପାଇଁ ଅଲଗା ଅଲଗା ଦର ବିଜ୍ଞପ୍ତିରେ ଉଲ୍ଲେଖ।ଅଭିଷେକ ପୂଜା, ତୁଳସୀ ଦାନାପୂଜା, ସାଧାରଣ ଦର୍ଶନ ଓ ଚତୁର୍ଦ୍ଧାବିଗ୍ରଙ୍କ ପୂଜା।ଶୁଖିଲି ଭୋଗ ଦିଆଯିବା ନେଇ ମଧ୍ୟ ଅନଲାଇନ୍ ଆପ୍ଲିକେସନରେ ଉଲ୍ଲେଖ।ସାଇବର ଟିମ୍ ସହ ଆଲୋଚନା କରି ପଦକ୍ଷେପ ନେବୁ କହିଲେ ଏସ୍‌ପି।ଏମାନଙ୍କ କଥାରେ ନ ପଡ଼ିବାକୁ ଅପିଲ୍ କଲେ ପୁରୀ ଏସ୍‌ପି ପ୍ରତୀକ ସିଂ।

Leave A Reply

Your email address will not be published.