ବାଣୀବିହାରରେ ଉତ୍ତେଜନା

0

ଓଡ଼ିଆ ନ୍ୟୁଜ୍: ପୁଣି ଅଶାନ୍ତ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌।ବାଣୀବିହାର ଗୋପବନ୍ଧୁ ହଷ୍ଟେଲ୍‌ରେ ଉତ୍ତେଜନା ପ୍ରକାଶ।ଓ୍ୱାର୍ଡେନ୍‌ଙ୍କୁ ବିରୋଧ କରି ଗେଟ୍‌ରେ ତାଲା ପକାଇଲେ ଛାତ୍ର।ଓ୍ୱାର୍ଡେନ୍‌ଙ୍କୁ କିଛି ସମୟ ପାଇଁ ତାଲା ମାରି ଅଟକ ରଖିଲେ ଛାତ୍ର।ହଷ୍ଟେଲ୍‌ ପରିସରରେ ଉତ୍ତେଜନା, ଘଟଣାସ୍ଥଳରେ ପୋଲିସ।ଅଣଛାତ୍ରଙ୍କୁ ହଷ୍ଟେଲ୍‌ ଖାଲି କରିବାକୁ ହୋଇଛି ନୋଟିସ୍।ଅଣଛାତ୍ରମାନେ ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ-୧ ‘ଗୋପବନ୍ଧୁ ଛାତ୍ରବାସ’ର ଫାଟକରେ ତାଲା ପକାଇ ଦେଇଛନ୍ତି। ହଷ୍ଟେଲ ୱାର୍ଡେନକୁ ଭିତରକୁ ପ୍ରବେଶ କରିବା ପାଇଁ ଦେଉନହାନ୍ତିl ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନା ଥିବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Leave A Reply

Your email address will not be published.