ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆୟୋଜିତ ହେବ ‘ମୋଦି ଯୁବା ମାରାଥନ୍’। ସୂଚନା ଦେଲେ ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା।‘ଆସନ୍ତା ୨୧ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବ ମାରାଥନ୍’। ‘ସକାଳ ୬ଟା ୧୫ରେ କଳିଙ୍ଗ ଷ୍ଟାଡିୟମ୍ରୁ ଜନତା ମୈଦାନ ଯାଏଁ ମାରାଥନ୍’।
‘ମୋଦି ଯୁବା ମାରାଥନ୍’ରେ ପ୍ରାୟ ୧୦ ହଜାର ଯୁବକ ସାମିଲ୍ ହେବା ଆଶା’।’ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ସୃଷ୍ଟି ମାରାଥନର ମୁଖ୍ୟ ଲକ୍ଷ୍ୟ’। ‘ଦେଶର ୭୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ କରାଯିବ’।