ମାସ ଶେଷ ସୁଦ୍ଧା କଂଗ୍ରେସ ଜିଲ୍ଲା ସଭାପତି ଚୟନ

0

ଓଡ଼ିଆ ନ୍ୟୁଜ୍: କଂଗ୍ରେସ ଭବନରେ ବରିଷ୍ଠ ନେତା କେସି ବେଣୁଗୋପାଳ।ରାଜନୈତିକ ବ୍ୟାପାର କମିଟି ବୈଠକରେ ଭାଗ ନେଲେ।ଆଗକୁ ନୂଆପଡ଼ା ଉପନିର୍ବାଚନ ଥିବାରୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା।ସଂଗଠନ ସୃଜନରେ ଜିଲ୍ଲା ସଭାପତି ଚୟନ ନେଇ ନେତାଙ୍କ ସହ ବୈଠକ। ଚଳିତ ମାସ ଶେଷ ସୁଦ୍ଧା ସରିବ କଂଗ୍ରେସ ଜିଲ୍ଲା ସଭାପତି ଚୟନ। AICC ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଦେଲେ ସୂଚନା।ଅକ୍ଟୋବର ଶେଷ ସୁଦ୍ଧା ସବୁ ବ୍ଲକ୍‌ ସଭାପତି ଚୟନ ପକ୍ରିୟା ସରିବ।ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଭେଟି ଆଲୋଚନା।

Leave A Reply

Your email address will not be published.