ସରୋଜ ବେହେରା ହେଲେ ବୋର୍ଡ ନୂଆ ସମ୍ପାଦକ

0

ଓଡ଼ିଆ ନ୍ୟୁଜ୍: ବଦଳିଲେ BSE ସମ୍ପାଦକ, ସରୋଜ ବେହେରା ନୂଆ ସମ୍ପାଦକ।ST/SC ବିଭାଗ ଯୁଗ୍ମ ସଚିବ ଥିବା ସରୋଜଙ୍କୁ ବୋର୍ଡ ସମ୍ପାଦକ ଦାୟିତ୍ବ। ସମ୍ପାଦକ ଦାୟିତ୍ବରେ ଥିବା ସୋନିଆ ମିଶ୍ର ହେଲେ ଅବକାରୀ ଅତିରିକ୍ତ କମିଶନର। 

Leave A Reply

Your email address will not be published.