ସୁକତେଲ ନଦୀରେ ଯୁବକ ନିଖୋଜ

0

ଓଡ଼ିଆ ନ୍ୟୁଜ୍: ସୁକତେଲ ନଦୀରେ ଫଟାମୁଣ୍ଡା ଗାଁର ଯୁବକ ନିଖୋଜ।ଗାଧେଇବାକୁ ଯାଇଥିବା ବେଳେ ନିଖୋଜ ହୋଇ ଯାଇଛନ୍ତି ଯୁବକ। ଖୋଜାଖୋଜି କରୁଛନ୍ତି ଲରମ୍ୱା ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ।ଏହି ଖବର ପାଇ ଗ୍ରାମାବସୀ ଓ ପରିବାର ଲୋକେ ପ୍ରଥମେ ଖୋଜାଖୋଜି କରିବା ସହ ପାଟଣାଗଡ଼ ଦମକଳ ବାହିନୀକୁ ଖବର ଦେଖିଥିଲେ। ସୂଚନା ପାଇ ଘଟଣାସ୍ଥଳରେ ଲରମ୍ଭା ପୁଲିସ ଓ ପାଟଣାଗଡ଼ ଦମକଳ ବାହିନୀ ଖୋଜାଖୋଜି କରିଥଇବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କୁ ପାଇବାରେ ବିଫଳ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.