ରାଜଧାନୀର ୮ଟି ସ୍ଥାନରେ ହେବ ରାବଣ ପୋଡ଼ି

0

ଓଡ଼ିଆ ନ୍ୟୁଜ୍: ରାଜଧାନୀରେ ୮ଟି ସ୍ଥାନକୁ ରାବଣ ପୋଡ଼ି ପାଇଁ ଅନୁମତି।ଅଗ୍ନିଶମ ବିଭାଗ ପକ୍ଷରୁ ୮ଟି ସ୍ଥାନକୁ ଅନୁମତି।ବରମୁଣ୍ଡା, ସୁନ୍ଦରପଦା, ନହରକଣ୍ଟା, କୋରଡ଼କଣ୍ଟା।କିଟ୍ ରୋଡ଼, କନ୍ଦରପୁର, ଗୋପାଳପୁର ଓ ବାଙ୍କୁଆଳରେ ହେବ ରାବଣ ପୋଡି।ରାବଣ ପୋଡ଼ିଠାରୁ ଶହେ ମିଟର ଦୂରରେ ରହିବେ ଲୋକେ।କେବଳ ଲାଇସେନ୍ସପ୍ରାପ୍ତ ବାଣ ଆଣିବାକୁ ରହିଛି ଅନୁମତି। ଭିଡକୁ ଦୃଷ୍ଟିରେ ରଖି ରାବଣ ପୋଡି ହେଉଥିବା ସ୍ଥାନରେ ପୋଲିସ ଛାଉଣୀ କରାଯିବ।

Leave A Reply

Your email address will not be published.