ବାପାଙ୍କ ଅଧୂରା ସ୍ବପ୍ନ ପୂରଣ କରିବେ ଜୟ: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ବିଜେପିର ମିଶ୍ରଣ ପର୍ବରେ ଜୟ ଢୋଲକିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ। ମୁଖ୍ୟମନ୍ତ୍ରୀ କହିଛନ୍ତି ‘ପିତା ରାଜୁ ଢୋଲକିଆଙ୍କ ଅଧୂରା ସ୍ବପ୍ନକୁ ପୁଅ ଜୟ ପୁରଣ କରିବେ’।‘ପୂର୍ବ ସରକାରରେ ରାଜୁ ଢୋଲକିଆ ଅସହାୟ ମନେ କରୁଥିଲେ’।‘ଚାରି ଚାରି ଥର ବିଧାୟକ ଓ ମନ୍ତ୍ରୀ ଥିଲେ ବି ଅସହାୟ ମନେ କରୁଥିଲେ’।

୩ଟି ଟର୍ମରେ ମୁଁ ତାଙ୍କ ସହ ବିଧାନସଭାରେ ଏକାଠି କାମ କରିଥିଲି।ରାଜୁ ଢୋଲକିଆଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଥିଲେ, କେହି ଶତ୍ରୁ ନ ଥିଲେ।ଆଜି ତାଙ୍କ ପୁଅ ଜୟ ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇଛନ୍ତି। ସବୁ ନେତୃବୃନ୍ଦଙ୍କ ସହମତିରେ ଜୟଙ୍କୁ ବିଜେପିରେ ସାମିଲ କରାଯାଇଛି।ନୂଆପଡ଼ାରେ ବିକାଶର ମଙ୍ଗ ଧରିବେ ବୋଲି ଆଶା କରୁଛି: ମୁଖ୍ୟମନ୍ତ୍ରୀ?

Leave A Reply

Your email address will not be published.