ପଦ୍ମ ଧରିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୈଥିଲୀ

0

ଓଡ଼ିଆ ନ୍ୟୁଜ୍: ବିଜେପିରେ ମିଶିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ମୈଥିଲୀ ଠାକୁର। ପାଟନାରେ ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିଲେ।୨୫ ବର୍ଷୀୟା ମୈଥିଲୀଙ୍କୁ ଅଲ୍ଲୀନଗରରୁ ପ୍ରାର୍ଥୀ କରିପାରେ ବିଜେପି।ବିଜେପିରେ ସାମିଲ ହେବା ପରେ ସେ ଦରଭଙ୍ଗାର ଆଲିନଗର ଆସନରୁ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଆଜି ଘୋଷଣା କରାଯାଇଥିବା ତାଲିକାରୁ ବିଧାନସଭା ବାଚସ୍ପତି ନନ୍ଦ କିଶୋର ଯାଦବଙ୍କ ଟିକେଟ୍ କଟାଯାଇଛି। କୁମରହାରରୁ ଅରୁଣ ସିଂହଙ୍କ ଟିକେଟ୍ ମଧ୍ୟ କଟାଯାଇଛି। ପ୍ରମୁଖ ନାମଗୁଡ଼ିକ ମଧ୍ୟରେ, ବିଜେପି ସଭାପତି ସମ୍ରାଟ ଚୌଧୁରୀଙ୍କୁ ତାରାପୁରରୁ ପ୍ରାର୍ଥୀ କରାଯାଇଛି।

Leave A Reply

Your email address will not be published.