ବାଲିଯାତ୍ରାରେ ଧମାକା କରିବ ବଲିଉଡ୍‌ ନାଇଟ୍‌

0

ଓଡ଼ିଆ ନ୍ୟୁଜ୍: ଚଳିତବର୍ଷ କଟକ ବାଲିଯାତ୍ରାରେ ଧମାକା କରିବ ବଲିଉଡ୍‌ ନାଇଟ୍‌। ଶ୍ରେୟା ଘୋଷାଲ, ହର୍ଷଦୀପ କୌର, ଋଷି ସିଂଙ୍କ ଗୀତରେ ଝୁମିବେ ଦର୍ଶକ।ଏହାବ୍ୟତୀତ ଓଲିଓଡ୍‌ର ୧୪ ଜଣ ନାମକରା ଗାୟକ ମଧ୍ୟ ସାମିଲ ହେବେ।ଉଭୟ ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ହେବ କାର୍ଯ୍ୟକ୍ରମ।ବାଲିଯାତ୍ରାରେ ୪ଟି ପ୍ରବେଶ ପଥ ଓ ୯ଟି ପ୍ରସ୍ଥାନ ପଥ ରହିବ।ଏହାବ୍ୟତୀତ ଜରୁରୀକାଳୀନ ପ୍ରସ୍ତାନ ପାଇଁ ୬ ଟି ଗେଟ୍‌ ରହିବ- ଜିଲ୍ଲାପାଳ।ସେହିପରି କଟକ ଇନ୍‌ କଟକରେ ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟ ଥିମ ରହିବ।

Leave A Reply

Your email address will not be published.