ବିଜେପିର ନୂଆ ପଦାଧିକାରୀ ଘୋଷଣା

0

ଓଡ଼ିଆ ନ୍ୟୁଜ୍: ରାଜ୍ୟ ବିଜେପିର ନୂଆ ପଦାଧିକାରୀ ତାଲିକା ଘୋଷଣା।୧୦ ଉପସଭାପତି, ୪ ସା. ସମ୍ପାଦକ, ୧୦ ସମ୍ପାଦକଙ୍କ ନାଁ ଘୋଷଣା।ଉପସଭାପତି ତାଲିକାରେ ଯତୀନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ।ରମେଶ ଚନ୍ଦ୍ର ସାହୁ, କେ ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର ପଣ୍ଡା।ସିପ୍ରା ବାଜପେୟୀ, ସୁଦର୍ଶନ ଗୋୟଲ, ବିଷ୍ଣୁ ଦାସଙ୍କୁ ଉପସଭାପତି ଦାୟିତ୍ବ।ସା.ସମ୍ପାଦକ ତାଲିକାରେ ବିରଞ୍ଚି ତ୍ରିପାଠୀ, ଶାରଦା ପ୍ରସାଦ ଶତପଥୀ।

ସୀମାଞ୍ଚଳ ଖଟେଇ, ପୂର୍ଣ୍ଣିମା ପ୍ରୀୟଦର୍ଶନୀ ନାୟକଙ୍କୁ ସା. ସମ୍ପାଦକ ଦାୟିତ୍ବ।ସମ୍ପାଦକ- ସରୋଜ କୁମାର କର, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ।ପ୍ରୀତି ପ୍ରତିଭା ଭୋଳ, ଭଗବାନ ମହାନ୍ତି, ପିଙ୍କି ପ୍ରଧାନ, ରାମଚନ୍ଦ୍ର ହାଂସଦା।ମମତା ସିଂ, ପୃଥ୍ବୀରାଜ ମହାପାତ୍ର, ସ୍ମିତା ପ୍ରଧାନଙ୍କୁ ସମ୍ପାଦକ ଦାୟିତ୍ବ।ଅଜୟ ଅଗ୍ରୱାଲ କୋଷାଧ୍ୟକ୍ଷ, ଦିବାକର ହରିଚନ୍ଦନ- ଯୁଗ୍ମ କୋଷାଧ୍ୟକ୍ଷ।

Leave A Reply

Your email address will not be published.