କଂଗ୍ରେସର ଷ୍ଟାର୍‌ ପ୍ରଚାରକ ଘୋଷଣା

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର୍‌ ପ୍ରଚାରକ ଘୋଷଣା। ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ।ପ୍ରଚାର କରିବେ ଅଜୟ ଲଲ୍ଲୁ, ଭକ୍ତ ଦାସ, ରାମଚନ୍ଦ୍ର କାଡ଼ାମ୍। ଭୁପେଶ ବଘେଲ, ସଚିନ୍ ପାଇଲଟ୍, ରେବନ୍ତ ରେଡ୍ଡୀ ପ୍ରଚାର କରିବେ।କହ୍ନେୟା କୁମାର, ଅଲକା ଲାମ୍ବା, ନିରଞ୍ଜନ ପଟ୍ଟନାୟକ ପ୍ରଚାର କରିବେ। ନରସିଂହ ମିଶ୍ର, ତାରା ବାହିନୀପତି, ମନୋଜ ମିଶ୍ରଙ୍କୁ ବି ପ୍ରଚାର ଦାୟିତ୍ବ।

ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ସାହନୱାଜ ଚୌଧୁରୀ, କିଶୋର ପଟେଲ, ନରସିଂହ ମିଶ୍ର, ତାରା ପ୍ରସାଦ ବହିନୀପତି, ଡ଼ଃ ସି.ଏସ୍. ରାଜନ ଏକ୍କା, ସନ୍ତୋଷ ସିଂହ ସାଲୁଜା, ସସ୍ମିତା ବେହେରା, ଦ୍ୱାରିକା ପ୍ରସାଦ ଯାଦବ, ଜନକ ଧୃବ, ତାମ୍ରଧ୍ୱଜ ସାହୁ, ଜଗନ୍ନାଥ ପଟ୍ଟନାୟକ, ଶିଭକୁମାର ଦାହିୟା, ସୁରେଶ କୁମାର ରୌତରେ, ଶରତ ରାଉତ, ଗୁରୁ ରୁଦ୍ରକୁମାର, ସତ୍ୟଭୂଷଣ ସାହୁ, ରାମଚନ୍ଦ୍ର ଖୁନ୍ଟିଆ, ୱାଇ.ଏନ୍.ଏସ୍. ଲାଗୁରି, ଅଲକା ଲାମ୍ବା, ଉଦୟ ଭାନୁ ଛିବ, ବରୁଣ ଚୌଧୁରୀ, ମିନାକ୍ଷୀ ବହିନୀପତି, ଅରବିନ୍ଦ ଦାସ, ମନୋଜ ମିଶ୍ର ଓ ଅମିତା ବିଶ୍ୱାଳ।

Leave A Reply

Your email address will not be published.