ଆଜିଠୁ ତହସିଲ କାର୍ଯ୍ୟାଳୟରେ ଆରମ୍ଭ ହେଲା ଜମି କିଣାବିକା କାମ

0

ଓଡ଼ିଆ ନ୍ୟୁଜ୍:  ଆଉ 44 ତହସିଲରେ ଆରମ୍ଭ ହେଲା ଉପନିବନ୍ଧନ କାର୍ଯ୍ୟାଳୟ। ତୃତୀୟ ମହଲା ସମ୍ମିଳନୀ କକ୍ଷରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୂର୍ବରୁ 217 ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରି ଆସୁଥିଲେ। ଆଜି 13 ଜିଲ୍ଲାର 44 ଟି ତହସିଲରେ ଆରମ୍ଭ ହୋଇଛି। ଆଉ ବାକି 56 ଟି ତହସିଲରେ ଡିସେମ୍ବରରେ ଶୁଭରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି। ତେବେ ଅନଲାଇନ ରେ ସ୍ଲଟ ବୁକ କରି ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା କରି ପାରିବେ। ସର୍ବାଧିକ ମୟୁରଭଞ୍ଜରେ 12 ତହସିଲ,, କୋରାପୁଟରେ 7, ସମ୍ବଲପୁରରେ 5, ଢେଙ୍କାନାଳ ରେ 3 ଟି, କାନ୍ଧମାଳରେ 3 ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟଳୟ ଖୋଲିଛି।

ପୂର୍ବରୁ ୨୧୭ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରି ଆସୁଥିଲେ । ଆଜି ୧୩ ଜିଲ୍ଲାର ୪୪ଟି ତହସିଲରେ ଆରମ୍ଭ ହୋଇଛି । ଆଉ ବାକି ୫୬ଟି ତହସିଲରେ ଡିସେମ୍ବରରେ ଶୁଭାରମ୍ଭ କରିବାକୁ ସରକାର ଯୋଜନା କରିଛନ୍ତି । ଅନଲାଇନରେ ସ୍ଲଟ ବୁକ କରି ତହସିଲ କାର୍ଯ୍ୟାଳୟରେ ଜମି କିଣାବିକା କରି ପାରିବେ ଲୋକ। ରାଜ୍ୟରେ ସର୍ବାଧିକ ମୟୁରଭଞ୍ଜରେ ୧୨ଟି ତହସିଲ, କୋରାପୁଟରେ ୭ଟି ତହସିଲ, ସମ୍ବଲପୁରରେ ୫, ଢେଙ୍କାନାଳରେ ୩ଟି, କାନ୍ଧମାଳରେ ୩ଟି ତହସିଲରେ ଉପନିବନ୍ଧନ କାର୍ଯ୍ୟାଳୟ ଖୋଲିଛି ।

Leave A Reply

Your email address will not be published.