ଓଡ଼ିଆ ନ୍ୟୁଜ୍: ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ।ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମାଟି ତଳେ ଓ ଉପରେ ତିଆରି ହେବ ୨ ଥାକିଆ ରାସ୍ତା।କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲକୋ ପର୍ଯ୍ୟନ୍ତ ଏଲିଭେଟେଡ କରିଡର୍।ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା କହିଲେ ପୂର୍ତ୍ତ ମନ୍ତ୍ରୀ। ଟ୍ରାଫିକ ସମସ୍ୟା ଦୂର ପାଇଁ ୨୦ଟି ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା।ଏଣିକି OBCCର ସମସ୍ତ କାର୍ଯ୍ୟ ପେପର ଲେସ୍ କରାଯିବ: ପୂର୍ତ୍ତ ମନ୍ତ୍ରୀ।
ଟ୍ରାଫିକ୍ ସମସ୍ୟା ଦୂର ପାଇଁ ୨୦ଟି ନୂଆ ରାସ୍ତା ନିର୍ମାଣର ଯୋଜନା କରାଯାଇଛି। ଏଣିକି ଓବିସିସିର ସମସ୍ତ କାର୍ଯ୍ୟ ପେପର ଲେସ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।