୪ ଦଲାଲଙ୍କୁ ରିମାଣ୍ଡରେ ନେବ CBI

0

ଓଡ଼ିଆ ନ୍ୟୁଜ୍: ପୋଲିସ SI ନିଯୁକ୍ତି ପରୀକ୍ଷା ଜାଲିଆତି ଘଟଣା।୪ ଦଲାଲଙ୍କୁ ରିମାଣ୍ଡରେ ନେବାକୁ ମିଳିଲା ୩ ଦିନିଆ ଅନୁମତି।ଆସନ୍ତାକାଲିଠୁ ୩ ଦିନିଆ ରିମାଣ୍ଡରେ ନେବ ଛବି।୪ ଦଲାଲ- ଲୋକନାଥ ସାହୁ, ତଫିମ୍ ଅହମ୍ମଦ ଖାନ, ବିଶ୍ଵରଞ୍ଜନ ବେହେରା ଓ ହରିଚନ୍ଦନଙ୍କୁ ରିମାଣ୍ଡରେ ନେବ CBI।

ସେପଟେ ପୋଲିସ ଏସ୍ଆଇ କେଳେଙ୍କାରୀ ମାମଲା ବ୍ରହ୍ମପୁର ଜେଏମ୍ଏଫ୍‌ସି କୋର୍ଟରୁ ସିବିଆଇ କୋର୍ଟକୁ ସ୍ଥାନାନ୍ତର ହୋଇଛି । ମାମଲା ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ମିଳିଛି । ମାମଲା ସ୍ଥାନାନ୍ତର ନେଇ ବ୍ରହ୍ମପୁର ଜେଏମ୍ଏଫ୍‌ସି କୋର୍ଟ ଅନୁମତି ଦେଇଛନ୍ତି । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଝାରପଡ଼ା ଜେଲ୍‌କୁ ୧୨ ଅଭିଯୁକ୍ତ ସ୍ଥାନାନ୍ତରିତ ହୋଇଛନ୍ତି । ଶଙ୍କର ପୃଷ୍ଟି, ସୁରେଶ ନାୟକ, ମୁନା ମହାନ୍ତିଙ୍କ ସମେତ ୧୨ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍‌କୁ ପଠାଗଲା । ସେପଟେ ମଙ୍ଗଳବାର ମାମଲାର ରେକର୍ଡପତ୍ର ହସ୍ତାନ୍ତର ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.