ଓଡ଼ିଆ ନ୍ୟୁଜ୍: ଜଗତସିଂହପୁର ହାଜିପୁରଠାରେ ସାଂସଦ ବିଭୁ ତରାଇଙ୍କ କାର୍ ଦୁର୍ଘଟଣା।ସାଂସଦଙ୍କ କାରକୁ ପଛରୁ ପିଟିଲା ଆଉ ଏକ କାର୍, ବର୍ତ୍ତିଲେ ବିଭୁ ତରାଇ।ଦୁର୍ଘଟଣା ଘଟାଇଥିବା କାର୍ ସହ ଡ୍ରାଇଭର୍ ବିରିଡ଼ି ଥାନାରେ ଅଟକ।
ସାଂସଦଙ୍କ କାରକୁ ପଛପଟୁ ଆସୁଥିବା ଏକ କାର୍ ଧକ୍କା ଦେଇଥିଲା। ଗାଡ଼ିଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବିରିଡି ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।ଏଣେ ସାଂସଦ ବିଭୁ ପ୍ରସାଦ ତରାଇ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମରେ ଆୟୋଜିତ ଖେଳ ମହୋତ୍ସବରେ ଯୋଗ ଦେଇଛନ୍ତି।