ଭୁବନେଶ୍ବରରେ ଦକ୍ଷିଣ ଆଫ୍ରିକା ଖେଳାଳି

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାର ୫ ଖେଳାଳି। ଡେଭିଡ୍ ମିଲରଙ୍କ ସମେତ ଦ. ଆଫ୍ରିକାର ୫ ଖେଳାଳି ପହଞ୍ଚିଲେ।୯ ତାରିଖରେ ବାରବାଟୀ ଟି ଟ୍ବେଣ୍ଟି ପାଇଁ ପହଞ୍ଚିଲେ ଖେଳାଳି।କାଲି କିଛି ଭାରତୀୟ ଖେଳାଳି ପହଞ୍ଚିବାର ସୂଚନା ରହିଛି।

OCA ର ଅଧିକାରୀ ସହିତ ପୁଲିସ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଆସନ୍ତାକାଲି ଆଉ କିଛି ଭାରତୀୟ ଖେଳାଳୀ ଆସିବାର ସୂଚନା ରହିଛି । ଆସନ୍ତା ୯ ତାରିଖ ରେ କଟକ ବାରବାଟି ଷ୍ଟାଡିୟମ୍ ରେ T20 ମ୍ୟାଚ୍ ଅନୁଷ୍ଠିତ ହେବ ।

 

Leave A Reply

Your email address will not be published.