ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀଙ୍କ ୧୨୯ ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ।ସୁରକ୍ଷାରେ କେବେ ସାଲିସ୍ କରିନାହିଁ ଭାରତ।ଅପରେସନ୍ ସିନ୍ଦୂର ମାଧ୍ୟମରେ କଡ଼ା ଜବାବ ଦେଇଛି।୨୦୨୫ ବର୍ଷର ସଫଳତା ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି।ଚଳିତ ବର୍ଷ ଅନେକ ସଫଳତା ପାଇଛି ଭାରତ।ମହାକାଶଠାରୁ କ୍ରୀଡ଼ା ପର୍ଯ୍ୟନ୍ତ ଭାରତକୁ ସଫଳତା ମିଳିଛି। ଭାରତର ବଡ଼ ଶକ୍ତି ‘ଯୁବ ଶକ୍ତି’, ଦେଶ ଏହାକୁ ନେଇ ଗର୍ବ କରେ।
ଭାରତର ବଡ଼ ଶକ୍ତି ‘ଯୁବ ଶକ୍ତି’, ଦେଶ ଏହାକୁ ନେଇ ଗର୍ବ କରେ।ପ୍ରତ୍ୟେକ କ୍ଷେତ୍ରରେ ଭାରତ ନିଜର ଛାପ ଛାଡ଼ିଛି। କ୍ରୀଡ଼ା କ୍ଷେତ୍ରରେ ଭାରତର ଝିଅ ଦେଶର ଟେକ ରଖିଛନ୍ତି।ବନ୍ଦେ ଭାରତ ଅଭିଯାନରେ ଲୋକଙ୍କ ଉତ୍ସାହ ମିଳିଛି।ଦୁବାଇରେ କନ୍ନଡ଼ ପାଠଶାଳା ଭାଷାର ବଡ଼ ଉପଲବ୍ଧି।ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ନରେନ୍ଦ୍ର ମୋଦି।