ଆରମ୍ଭ ହେଲା କାରାଭାନ ଟୁରିଷ୍ଟ ସେବା

0

ଓଡ଼ିଆ ନ୍ୟୁଜ୍: ଆରମ୍ଭ ହେଲା ଅତ୍ୟାଧୁନିକ କାରାଭାନ ଟୁରିଷ୍ଟ ସେବା । ଏଣିକି କାରାଭାନ ପର୍ଯଟନର ମଜା ଉଠାଇ ପାରିବେ ପର୍ଯ୍ୟଟକ । ବସ ଭିତରେ ତାରକା ହୋଟେଲର ମଜା ପାଇପାରିବେ । ପର୍ଯ୍ୟଟନ ବିଭାଗ ସହଯୋଗରେ VGF ଯୋଜନା ମାଧ୍ୟମରେ ଓଡ଼ିଶାରେ କାରଭନ ସେବାର ଦ୍ଵିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଧଉଳି ପର୍ଯଟନ କ୍ଷେତ୍ରରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଗାଡ଼ିରେ ଶୌଚାଳୟଠାରୁ ଆରମ୍ଭ କରି ଶୋଇବା ସହ କିଚେନ୍ ବ୍ୟବସ୍ଥା ରହିଛି । ରାଜ୍ୟର ପ୍ରମୁଖ ପର୍ଯଟନ ସ୍ଥଳକୁ ଅତ୍ୟାଧୁନିକ ଓ ଆରାମଦାୟକ ଯାତ୍ରା ସେବା ଯୋଗେଇ କରାଭାନ ଟୁରିଷ୍ଟ ବ୍ୟବସ୍ଥା ।

Leave A Reply

Your email address will not be published.