ଓଡ଼ିଆ ନ୍ୟୁଜ୍: ତେଲ ସଙ୍କଟ ନଥିବା ଯୋଗାଣ ମନ୍ତ୍ରୀଙ୍କ ସୂଚନା।‘ସବୁଠି ତେଲ ମହଜୁଦ ଅଛି, ସମସ୍ୟା ନାହିଁ’।‘ଯଥେଷ୍ଟ ତୈଲ ଥିବାରୁ କେହି ମହଜୁଦ ରଖନ୍ତୁ ନାହିଁ’।କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ।‘ଭୟଭୀତ ହୁଅନ୍ତୁ ନାହିଁ, ସ୍ଥିତି ଉପରେ ନଜର ରଖିଛୁ’।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ତେଲ ନିଅଣ୍ଟ ହେବ ନାହିଁ । ରୁଷିଆ ଠାରୁ ତେଲ ଆସୁଛି। ରାଜ୍ୟବାସୀ ସରକାରୀ ତଥ୍ୟ ଉପରେ ଭରସା କରନ୍ତୁ । କେବେ ବି ତେଲକୁ ନେଇ ଅସୁବିଧା ହେବ ନାହିଁ। କଳାବଜାରୀ ଉପରେ ନଜର ରଖିଛନ୍ତି ରା ସରକାର। ଆବଶ୍ୟକ ପଡିଲେ ନିଆଯିବ ଆକ୍ସନ । ଯୁଦ୍ଧର ପ୍ରଭାବ ଭାରତରେ ପଡିବ ନାହିଁ। ଖାଇବା ପିଇବା ଜିନିଷ ମହଜୁତ ଅଛି। ବର୍ତ୍ତମାନ ସମୟରେ LPG ବଢିବ ଏବଂ କମିବ କିନ୍ତୁ ମହଜୁତ ଅଛି । ରେଟ ସାମୁହିକ ଭାବରେ ବଢିଛି।