ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଦୋକାନ

0

ଓଡ଼ିଆ ନ୍ୟୁଜ୍: ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ଦୋକାନ।ବନ୍ତଳା ଛକରେ ବଡ଼ ଧରଣର ଭୟାବହ ଅଗ୍ନିକାଣ୍ଡ। ବନ୍ତଳା ଛକରେ ବଡ଼ ଧରଣର ଭୟାବହ ଅଗ୍ନିକାଣ୍ଡ।ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଲିଭା ଉଦ୍ୟମ ଜାରି।ଖବର ପାଇ ବନ୍ତଳାରୁ ଗୋଟିଏ, ଅନୁଗୋଳରୁ ଦୁଇଟି ଦମକଳ ଆସି ପହଁଚି ଥିଲା । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ପରେ ବଅଁରପାଳରୁ ଗୋଟିଏ ଗାଡି ଆସି ପହଁଚିଲା

। ଦୀର୍ଘ ଘଣ୍ଟାଏ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇ ଯାଇଥିବା ବେଳେ ନିଆଁକୁ ଲିଭାଇବାକୁ ପାଣି ମୁଖ୍ୟ ସମସ୍ୟା ରହିଥିଲା । ତଥାପି ଲୋକଙ୍କ ସହାୟତା ଏବଂ ଦମକଳ ବାହିନୀର ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି ।

Leave A Reply

Your email address will not be published.