ଓଡ଼ିଆ ନ୍ୟୁଜ୍: ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା।ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କଲା BSE କଟକ। ଆସନ୍ତା ୨୬ରୁ ଏପ୍ରିଲ ୯ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ।ଉଭୟ ଇନ୍-ସର୍ଭିସ, ନୂଆ ଛାତ୍ରଛାତ୍ରୀ ଆବେଦନ କରିପାରିବେ।
– ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା
– ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ କଲା BSE କଟକ
– ଆସନ୍ତା ୨୬ରୁ ଏପ୍ରିଲ ୯ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ
– ଉଭୟ ଇନ୍-ସର୍ଭିସ, ନୂଆ ଛାତ୍ରଛାତ୍ରୀ ଆବେଦନ କରିପାରିବେ
OTET 2026 ପେପର-୧ ସକାଳ ୯ ଟାରୁ ୧୧ଟା ୩୦ମଧ୍ୟରେ ଅନୁଷ୍ଠିତ ହେଉଥିବା ବେଳେ, ପେପର-୨ ଅପରାହ୍ନ ୨ ଟାରୁ ୪ଟା ୩୦ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ମାର୍ଚ୍ଚ ୨୬ ରୁ ଏପ୍ରିଲ ୯ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ। ଫି ଦେୟ ଏବଂ ଫର୍ମ ଦାଖଲ ୯ ଏପ୍ରିଲ ରାତି ୧୧.୪୫ ସୁଦ୍ଧା ଅନଲାଇନ୍ ମୋଡ୍ ମାଧ୍ୟମରେ କରାଯିବ।