ଓଡ଼ିଆ ନ୍ୟୁଜ୍: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା ମୁଖ୍ୟ ନଇମ କାସେମଙ୍କ ଭଣଜାଙ୍କୁ ହତ୍ୟା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛି। ତଥାପି, ହିଜବୁଲ୍ଲା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ। ଇସ୍ରାଏଲର ଭୟଙ୍କର ପ୍ରତିଶୋଧ। ହିଜବୁଲ୍ଲା ଗଡ଼ରେ ପଶି ପୁଣି ଏକ ବଡ଼ ଶିକାର କରିଛି ଇସ୍ରାଏଲ୍। ହିଜବୁଲ୍ଲାର ନୂଆ ମୁଖିଆ ନଇମ କାସିମ୍ ନିହତ। ଲେବାନନର ରାଜଧାନୀ ବେରୁତରେ ହୋଇଥିବା ଏକ ଶକ୍ତିଶାଳୀ ଏୟାର ଷ୍ଟ୍ରାଇକ୍ରେ କାସିମ୍ର ମୃତ୍ୟୁ ହୋଇଥିବା ଦାବି କରିଛି ଇସ୍ରାଏଲ୍ ସେନା।
ଲେବାନନର ରାଜଧାନୀ ବେରୁଟରେ ବଡ଼ ଆକ୍ରମଣ କରିଛି ଇସ୍ରାଏଲ । ଏହି ଆକ୍ରମଣରେ ହିଜବୁଲ୍ଲା ନେତା ନଇମ କାସିମର ବ୍ୟକ୍ତିଗତ ପରାମର୍ଶଦାତା ଏବଂ ତା ପୁତୁରାର ମୃତ୍ୟୁ ହୋଇଛି ବୋଲି ଇସ୍ରାଏଲ ଦାବି କରିଛି। ଇସ୍ରାଏଲ ସେନା (IDF) ଅନୁସାରେ, ବେରୁତର ତଲ୍ଲେତ ଖାୟାତ ଅଞ୍ଚଳରେ ହିଜବୁଲ୍ଲାର ଆଡ୍ଡା ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଅଲୀ ୟୁସୁଫ ହର୍ଷିକୁ ଟାର୍ଗେଟ କରିଥିଲା ଇସ୍ରାଏଲ । ଏହି ଭୟଙ୍କର ଆକ୍ରମଣରେ ତଲ୍ଲେତ ଖାୟାତ ଅଞ୍ଚଳରେ ଏକ ବହୁତଳ କୋଠା ଧ୍ବଂସ ହୋଇଛି । ମୃତ ହର୍ଷି ହିଜବୁଲ୍ଲା ନେତା ନଇମ କାସିମଙ୍କ ପୁତୁରା ଏବଂ ବ୍ୟକ୍ତିଗତ ପରାମର୍ଶଦାତା ଥିଲା ।