ଗ୍ରୀଷ୍ମ ପ୍ରବାହ ନେଇ କ୍ୟାପିଟାଲ ହସ୍ପିଟାଲ ଜାରି କଲା ଚେତାବନୀ, ନିହାତି କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆସନ୍ତା କାଲି ଠାରୁ ଗ୍ରୀଷ୍ମ ପ୍ରଭାବ ଜାରି। ଘରୁ ବାହାରକୁ ବାହାରିବା ବେଳେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କ୍ୟାପିଟାଲ ହସ୍ପିଟାଲ୍ ର ଉପ ଅଧିକ୍ଷକ ଧନଞ୍ଜୟ ଦାସ ଙ୍କ ପରାମର୍ଶ । ଘରୁ ବାହାରକୁ ବାହାରିବା ପୂର୍ବରୁ ସୂତା ପୋଷାକ ପିନ୍ଧିବା, ସାଙ୍ଗରେ ପାଣି ବଟଲ, କଳା ଚଷମା, ପାଦରେ ଜୋତା ଓ ଅଧିକ ପାଣି ପିଇବା ଆବଶ୍ୟକ ବୋଲି କହିଛନ୍ତ ।

ଭୁବନେଶ୍ବରର ତାପମାତ୍ରା ବୃଦ୍ଧି ପାଇଁ ଅଂଶୁଘାତ ର ସମ୍ବାବନା ଅଧିକ ଅଛି । ତେଣୁ ଆମେ ସତର୍କ ଅଛୁ । କ୍ୟାପିଟାଲ ହସ୍ପଟାଲରେ ରେ ୧୦ ଟି ସ୍ବତନ୍ତ୍ର ବେଡ୍ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୩ ଟି ଅଂଶୁଘାତ କେସ ଆସିଚି । ସେମାନେ ସୁସ୍ଥ ହୋଇ ଘରକୁ ଫେରିଲେନି । ଆମେ ସତର୍କ ଅଛୁ ଆପଣ ମାନେ ସତର୍କ ରୁହନ୍ତୁ । ବିନା କାରଣ ରେ ଘରୁ ବାହାରକୁ ବାହାର୍ ନ୍ତୁ ନାହିଁ ।

Leave A Reply

Your email address will not be published.