ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍‌ ବର୍ଷା ସମ୍ଭାବନା: Imd

0

ଓଡ଼ିଆ ନ୍ୟୁଜ୍: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନେଇ IMDର ପ୍ରେସ୍‌ମିଟ୍। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସାମ୍ୱାଦିକ ସମ୍ମିଳନୀ। ଏଥର ଜୁନ୍‌ରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱାଭାବିକଠାରୁ କମ୍‌ ବର୍ଷା।ଜୁନ୍‌ରେ ସ୍ୱାଭାବିକଠାରୁ ୯୨ ପ୍ରତିଶତ କମ୍‌ ବର୍ଷା ହେବ। ଦେଶର ମଧ୍ୟ ଭାଗରେ ୯୪% କମ୍‌ ବର୍ଷା ହେବା ଆଶଙ୍କା। ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍‌ ବର୍ଷା ଆଶଙ୍କା।ଏବେ ଏଲ୍‌-ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ହିଟ୍‌ଓ୍ୱେଭ୍‌ ସତର୍କତା ଜାରି। ୧୬ ତାରିଖରେ ଆଣ୍ଡାମାନ ଛୁଇଁ ସାରିଛି ମୌସୁମୀ।

ଦେଶର ଅଧିକାଂଶ ଭାଗରେ ପାରଦ ଏବେ ୪୫ ରୁ ୪୮ ଡିଗ୍ରୀ ସେଲସିୟସ ପାର୍‌ କରିସାରିଲାଣି। ଦିଲ୍ଲୀ-ଏନସିଆର, ଉତ୍ତର ଭାରତ ଏବଂ ଓ ସମେତ ବିଭିନ୍ନ ଅଞ୍ଚଳ ଏପରିକି ଆମ ଓଡ଼ିଶା ମଧ୍ୟ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଓ ଲୁ’ (Heatwave) କବଳରେ ରହିଛି। ବୈଜ୍ଞାନିକମାନଙ୍କ ଅନୁସାରେ, ଏହି ଜୀବନହନ୍ତା ଗରମ ପଛରେ କେବଳ ସ୍ଥାନୀୟ କାରଣ ନାହିଁ, ବରଂ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏକ ଶକ୍ତିଶାଳୀ ‘ସୁପର ଏଲ-ନିନୋ’ (Super El-Nino) ଦାୟୀ। ଏହା ୧୫୦ ବର୍ଷର ରେକର୍ଡ ଭାଙ୍ଗିବା ସହ ଭାରତରେ ମରୁ ଏବଂ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିପାରେ।

Leave A Reply

Your email address will not be published.