୪ରେ କେରଳ ଛୁଇଁବ ମୌସୁମୀ!

0

ଓଡ଼ିଆ ନ୍ୟୁଜ୍: ଦକ୍ଷିଣ-ପଶ୍ଚିମ ମୌସୁମୀ ୪ରେ କେରଳମ ଛୁଇଁବା ନେଇ ଆକଳନ। ଦକ୍ଷିଣ-ପଶ୍ଚିମ ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ଥିବା ସୂଚନା। ଦକ୍ଷିଣ-ପଶ୍ଚିମ, ଦକ୍ଷିଣ-ପୂର୍ବ ଆରବ ସାଗର, ଲାକ୍ଷାଦ୍ବୀପ ଛୁଇଁବ। କେରଳମ ଓ ତାମିଲନାଡୁର କିଛି ଅଂଶ ଛୁଇଁବା ନେଇ ପାଣିପାଗ କେନ୍ଦ୍ରର ସୂଚନା।ସୋମବାର ଦ୍ବିପହର ସମୟ ପରେ ପ୍ରଦେଶର କେତକ ଅଞ୍ଚଳରେ ପ୍ରବଳ ଝଡ଼ ସହିତ ବର୍ଷା ହୋଇଥିଲା । ତେଣୁ ତାପମାତ୍ରା ହ୍ରାସ ପାଇଥିଲା । ଝଡ଼ ତୋଫାନ ଫଳରେ ରିଙ୍ଗସ ଦିଲ୍ଲୀ ରେଲୱେ ନିକଟରେ ଏକ ମାଲବାହୀ ଟ୍ରେନର ୪ଟି କଣ୍ଟେନର ପବନରେ ଉଡ଼ିଯାଇଥିଲା । ଯାହା ଦ୍ବାରା କରିଡୋର ରେଳପଥରେ ଯାତାୟତ ବାଫାପ୍ରାପ୍ତ ହୋଇଥିଲା ।

ଆଜି ମଧ୍ୟ ରାଜ୍ୟରେ ବଜ୍ରପାତର ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ଆଜି ଅଲୱର, ବାରା. ଚିତଡଗଢ, ଦୌସା, ଡିଗ୍, ଧୋଲପୁର, ଜୟପୁର, ଝୁଞ୍ଜୁନୁ, ଝାଲାବାଡ, କରୌଲି, ଖଇରଥଲ, ତିଜାରା, କୋଟା, କୋଟପୁଟଲି, ଭୋହର, ସାଧୁ, ମାଧୁରୀ ହନୁମାନଗଡ, ଏବଂ ଶ୍ରୀଗଙ୍ଗନଗର ଜିଲ୍ଲାକୁ ଝଡ଼ ବର୍ଷ ପାଇଁ ୟେଲୋ ୱାର୍ଣ୍ଣି ଜାରି କରିଛି ।

Leave A Reply

Your email address will not be published.