ପବନ ଗୁପ୍ତIର କ୍ୟୁରେଟିଭ୍‌ ପିଟିସନ୍‌କୁ ନେଇ କଣ ସ୍ପଷ୍ଟ କଲେ ସୁପ୍ରିମ କୋର୍ଟ ?

0

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍‌ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ନିଜକୁ ନାବାଳକ ଦର୍ଶାଇ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିଥିଲା ପବନ ଗୁପ୍ତl I ଏଥିରେ ମୃତ୍ୟୁଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡ ପାଇଁ ଆବେଦନ କରିଥିଲା ଦୋଷୀ ପବନ ଗୁପ୍ତା ।ଏହା ପୂର୍ବରୁ ସୁପ୍ରିମକୋର୍ଟରେ ପୁନଃବିଚାର ଦାଖଲ କରି ଘଟଣା ସମୟରେ ନାବାଳକ ଥିବାର ଦଲିଲ୍ ଦେଇଥିଲା ପବନ । ଯାହାକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ l
ବର୍ତମାନ ସୁପ୍ରିମକୋର୍ଟର ୬ ଜଣ ନ୍ୟାୟାଧିଶ ବିଚାର କରି ପବନ ଗୁପ୍ତାର ପିଟିସନକୁ ଖାରଜ କରିଛନ୍ତି । ପବନ ଗୁପ୍ତlର କ୍ୟୁରେଟିଭ୍ ପିଟିସନ୍ ଖାରଜ ହେବାପରେ ଫାଶୀରୁ ବର୍ତ୍ତିବାକୁ ଆଉ ଦୋଷୀଙ୍କ ପାଖରେ କୌଣସି ବାଟ ନାଥିବାବେଳେ ଆସନ୍ତାକଲି ଫସି ଏକ ପ୍ରକାର  ସ୍ପଷ୍ଟ ହୋଇଛି l

Leave A Reply

Your email address will not be published.