ବଦଳିପାରେ ରାଜନୈତିକ ସମୀକରଣ: ଅମର ପଟନାୟକ

0

ଓଡ଼ିଆ ନ୍ୟୁଜ୍: ସାଂପ୍ରତିକ ଓଡ଼ିଶା ରାଜନୀତିକୁ ନେଇ ଅମର ଶତପଥୀଙ୍କ ବଡ଼ ବୟାନ। ଓଡ଼ିଶାରେ ରାଜନୈତିକ ସମୀକରଣ ବଦଳିପାରେ କହିଲେ ଅମର। ଓଡ଼ିଶା ରାଜନୈତିକ ଦୃଶ୍ୟପଟ ଅସ୍ଥିରତା ଓ ଅନିଶ୍ଚିତତା ଭିତରେ ଗତି କରୁଛି।ଓଡ଼ିଶାରେ ସବୁ ରାଜନୈତିକ ଦଳରେ ଅସ୍ଥିରତା ଲାଗି ରହିଛି।ବିଜେଡି, ବିଜେପି ଓ କଂଗ୍ରେସରେ ଅସ୍ଥିରତା ରହିଛି- ଅମର ଶତପଥୀ।ଏଭଳି ବିଚିତ୍ର ସ୍ଥିତି ପାଇଁ ବଦଳି ପାରେ ଓଡ଼ିଶା ରାଜନୈତିକ ସମୀକରଣ।କ୍ଷମତାସୀନ ଭାବୁଛି କ୍ଷମତାରେ ନାହିଁ, ବିରୋଧୀ ଭାବୁଛି ସିଏ କ୍ଷମତାସୀନ। ଏହା ଏକ ବିଚିତ୍ର ସ୍ଥିତି, ଯାହାଫଳରେ ବିକାଶ ହୋଇପାରୁନାହିଁ- ଅମର।ନିକଟ ଭବିଷ୍ୟତରେ କୌଣସି ନୂଆ ଦଳର ସମ୍ଭାବନା କରାଯାଇ ପାରିବ ନାହିଁ। କିନ୍ତୁ ସମୀକରଣ ବଦଳି ପାରେ, ସମୀକରଣ ବଦଳିବାକୁ ବେଶୀ ସମୟ ଲାଗେନି।

ବିଜେଡି, ଭାଜପା ଓ କଂଗ୍ରେସରେ ଅସ୍ଥିରତା ରହିଛି। ଏଭଳି ବିଚିତ୍ର ସ୍ଥିତି ପାଇଁ ବଦଳିପାରେ ଓଡ଼ିଶା ରାଜନୈତିକ ସମୀକରଣ। କ୍ଷମତାସୀନ ଭାବୁଛି କ୍ଷମତାରେ ନାହିଁ, ବିରୋଧୀ ଭାବୁଛି ସିଏ କ୍ଷମତାସୀନ।ଏହା ଏକ ବିଚିତ୍ର ସ୍ଥିତି, ଯାହାଫଳରେ ବିକାଶ ହୋଇପାରୁନାହିଁ। ନିକଟ ଭବିଷ୍ୟତରେ କୌଣସି ନୂଆ ଦଳର ସମ୍ଭାବନା କରାଯାଇ ପାରିବ ନାହିଁ। କିନ୍ତୁ ସମୀକରଣ ବଦଳି ପାରେ, ସମୀକରଣ ବଦଳିବାକୁ ବେଶୀ ସମୟ ଲାଗେନି ବୋଲି ଅମର କହିଛନ୍ତି।

Leave A Reply

Your email address will not be published.