ବିଧାନସଭା ପ୍ରବେଶ ଉପରେ ଲାଗିଲା ରୋକ

0

୧୭.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): କରୋନା ମୁକାବିଲା ପାଇଁ ରାଜ୍ୟସରକାରଙ୍କ ତରଫରୁ ଜୋରଦାର ପ୍ରସ୍ତୁତି କରାଯାଇଛି I ବିଧାନସଭା ପରିସର ମଧ୍ୟକୁ ପ୍ରବେଶ ଉପରେ ଲାଗିଛି କଟକଣା l କେବଳ କର୍ମଚାଚରୀ, ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟତୀତ ସାଧାରଣ ଲୋକ ଯାଇପାରିବେନି । ଅତାନ୍ତ ଜରୁରୀ କାମ ଥିଲେ ଜଣେ ସଚିବଙ୍କ ଅନୁମତି ନେଇ ପ୍ରବେଶ କରି ପାରିବେ l ଜଣେ କର୍ମଚାରୀ ନିଜ ଚାମ୍ବରରୁ ଅନ୍ୟ ଜଣକ ଚାମ୍ବରକୁ ଯିବା ଉପରେ ମଧ୍ୟ ଲାଗିଛି ରୋକ l ବିଧାନସଭା ପରିସର ଭିତରେ ବାରମ୍ବାର ଗୋଡ ହାତ ଧୋଇବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ବାଚସ୍ପତି l

କରୋନା ଭାଇରସ ସତର୍କତା ପାଇଁ ଲାଗୁ ହୋଇଛି ସାମାଜିକ ଦୂରତା ଗାଇଡ୍ ଲାଇନ l ଏକାଠି ୨୦ରୁ ୩୦ ଲୋକ ଯେପରି ଏକାଠି ନରୁହନ୍ତି ସେ ପ୍ରତି ଧ୍ୟାନ ଦେବାକୁ ଗାଇଡଲାଇନ୍ସରେ କୁହାଯାଇଛି l ଅତବବଶ୍ୟକୀୟ ଜିନିଷ ମିଳୁଥିବା ହାଟ , ଦୋକାନ ,ସୁପର ମାର୍କେଟ ଉପରେ କେହଳ କରାଯାଇଛି l

 

Leave A Reply

Your email address will not be published.