ବିଶ୍ଵ ପ୍ରସିଦ୍ଧ ବାଲିଯାତ୍ରାରେ ‘ଜୀ ସାର୍ଥକ’ ଦର୍ଶକଙ୍କୁ ଯୋଗାଇବ ଭରପୁର ମନୋରଞ୍ଜନ

ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ତଥା ଗୌରବମୟ ଇତିହାସର ପ୍ରତୀକ ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରାରେ ନଭେମ୍ବର ୮ ତାରିଖରୁ ଷ୍ଟଲ ନମ୍ବର PP 1 ରେ 'ଜୀ ସାର୍ଥକ'ର ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଛି । ଜୀ ସାର୍ଥକରେ…
Read More...

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’ର ଅଡିଓ ରିଲିଜ

ଓଡିଆ ଦର୍ଶକଙ୍କୁ ପୁଣି ଗୋଟିଏ ସିନେମା ଭେଟି ଦେଉଛି ଜୀ ସାର୍ଥକ । ଆସନ୍ତା ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ସିନେମା ‘ପାରି କରିବେ ଭୋଳା ଶଙ୍କର’ । ଆଜି ଭୁବନେଶ୍ୱରର ଏକ ତାରକା ହୋଟେଲରେ ଏହାର ଅଡିଓ ରିଲିଜ…
Read More...

ଚଳଚ୍ଚିତ୍ର “ପ୍ରତୀକ୍ଷା” ଦକ୍ଷିଣ ଏସିଆନ ଫିଲ୍ମ ଫେଷ୍ଟିଭାଲ ରେ ସ୍ଥାନିତ

ଆଇଏଫଏଫଆଇରେ ପ୍ରଥମ ଥର ପରେ ଏବେ ଡିସିଏସଏଏଫଏଫରେ ପ୍ରଦର୍ଶନ ତାଲିକାରେ ବି ସ୍ଥାନ ପକ୍କା କରିଛି ଓଡ଼ିଆ ଫିଲ୍ମ ପ୍ରତୀକ୍ଷା । ୱାଶିଂଟନ୍ ଡିସି ଏଏମସି ମଣ୍ଟୋଗୋମେରି ସିକ୍ଟିନ୍ ଠାରେ ଆସନ୍ତା ନଭେମ୍ବର ୫ ତାରିଖ ପୂର୍ବାହ୍ନ…
Read More...

ଜୀ ସାର୍ଥକର ସାରେଗାମାପା ଓଡିଶାର ସବୁଠାରୁ ବଡ଼ ସ୍ବରର ମହାମଞ୍ଚରେ କିଏ କରିବ ଧମାଲ

ଜୀ ସାର୍ଥକର ସାରେଗାମାପାରେ ଆଗକୁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର ପ୍ରଦର୍ଶନ, କାରଣ ଆଗକୁ ହବାକୁ ଯାଉଛି ଏଲିମିନେଶନ, ତାପରେ ଆସିବେ ନୂଆ ଚ୍ୟାଲେଞ୍ଜର ଦେବାକୁ କଡା ଟକ୍କର । ଆଉ ସଂଗୀତର ଏହି ମହାମଞ୍ଚରେ ହେବ ମହା…
Read More...

ବାବୁଶାନ ଙ୍କ ଦମନ୍ ଆଣିବ ବୈପ୍ଳବିକ ଆନ୍ଦୋଳନ, ଦର୍ଶକ ଫେରିବେ, ହୁଇସିଲ୍ ବାଜିବ

ଓଡ଼ିଆ ସିନେପ୍ରେମୀ ବିଶେଷକରି ବାବୁସାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। କିଛି ଦିନ ଅନ୍ତରରେ ବାବୁସାନ ପ୍ରଶଂସକଙ୍କୁ ଭେଟିଦେବାକୁ ଯାଉଛନ୍ତି ଦମଦାର ଚଳଚ୍ଚିତ୍ର ‘ଦମନ’ । କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବଡ଼…
Read More...

ପ୍ରତିଯୋଗିତା ଆଳରେ ମାନସିକ ବିଷାଦର ନିଦାନ ବାର୍ତ୍ତା ଦେଲେ ତରଙ୍ଗ ପ୍ରତିଯୋଗୀ ମୁକ୍ତା ରାୟ

ଓଡ଼ିଶାର ଏକ ନମ୍ବର ସଙ୍ଗୀତଭିତ୍ତିକ ଚ୍ୟାନେଲ୍‌ ତରଙ୍ଗ ମ୍ୟୁଜିକ୍ ତରଫରୁ ଆୟୋଜିତ ହୋଇଯାଇଛି- କଲେଜ କ୍ବିନ୍- ସୋ । ସୌନ୍ଦର୍ଯ୍ୟ ଓ ପ୍ରତିଭା ପ୍ରଦର୍ଶନ ଆଧାରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରମୁଖ ସହରରେ ଚ୍ୟାନେଲ୍ ତରଫରୁ…
Read More...

ଜୀ ସାର୍ଥକରେ ଦେଖନ୍ତୁ ମେଗା ସିରିୟଲ ବିଜୟିନୀ – କ୍ଷମତା ପାଇଁ ଦୁର୍ଗା ସ୍ତୁତି ମଧ୍ୟରେ ହେବ କି ମହାଭାରତ ?

ଜୀ ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ବିଜୟିନୀରେ ଆସିଛି ରୋଚକ ମୋଡ । ଆଗାମୀ ଦିନରେ ଇନ୍ଦ୍ରଜିତ, ମିନି, ସମ୍ଭବ, ଦୂର୍ଗା, ଶୋଭା ଓ ଅଭିଙ୍କ ଜୀବନରେ ଅନେକ କିଛି ଘଟିବାକୁ ଯାଉଛି । ଗୋଟିଏ ଛାତ ତଳେ ଥାଇ ବି ମିନିର ଅସଲ…
Read More...

ଏଇ ରବିବାର ସନ୍ଧ୍ୟା ୬:୩୦ ରେ ଦେଖନ୍ତୁ “ଜୀ ସାର୍ଥକ ସଂସାର ଆୱାର୍ଡ୍ସ – ଷଷ୍ଠ ବର୍ଷ “

ସଫଳତାର ଷଷ୍ଠ ବର୍ଷ ହେବ ଖୁବ୍ ସ୍ମରଣୀୟ ଓ ଧମାକେଦାର୍ । ଆମେ କହୁଛୁ ଜୀ ସାର୍ଥକ ସଂସାର ଆୱାର୍ଡ୍ସର ଷଷ୍ଠ ବାର୍ଷିକୋତ୍ସବ ସମ୍ପର୍କରେ । ଜୀ ସାର୍ଥକ- ଆପଣଙ୍କର, ଆମର ଆଉ ଆମ ସମସ୍ତଙ୍କର ଲୋକପ୍ରିୟ ମନୋରଞ୍ଜନଧର୍ମୀ ଚ୍ୟାନେଲ…
Read More...

ରିଆଦ୍ ରୋଜା ଓ ଓଡ଼ିଆ କଳା ସଂସ୍କୃତିର ଅନନ୍ୟ ଝଲକ୍

ସାଉଦି ଆରବର ରିଆଦରେ ଦେଖବାକୁ ମିଳିଲା ଓଡ଼ିଶା ଓ ଓଡ଼ିଆ କଳା ସଂସ୍କୃତିର ଝଲକ । ରିଆଦ ଓଡ଼ିଶା ସାମାଜିକ ସାଂସ୍କୃତିକ ସଂଗଠନ(ଆରଓଏସଏ ତଥା ରୋଜା)ର ଅପ୍ରତିଦ୍ବନ୍ଦ୍ବୀ ପ୍ରୟାସ । ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ବାରା…
Read More...

ଜୀସାର୍ଥକ ର ନୂଆ ଓଡିଆ ଚଳଚ୍ଚିତ୍ର “ଅଳ୍ପ ଦିନର‌ ଗଳ୍ପ ଆମର ” ଅଡିଓ ଲୋକାର୍ପିତ

ଜୀ ସାର୍ଥକ ରେ ଆସୁଛି ନୂଆ ଓଡ଼ିଆ ସିନେମା । ସିନେମାର ନାଁ ରହିଛି "ଅଳ୍ପ ଦିନର ଗଳ୍ପ। ଏଥିରେ ନବାଗତ ଜ୍ୟୋତି ଓ ସାୟଲ୍ ନଜର ଆସିଛନ୍ତି। ଟିନ ଏଜ୍ ପ୍ରେମ କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଛି। ଭୁବନେଶ୍ୱରରେ ଏକ ତାରକା…
Read More...