କଟକ ଏବଂ ଭୁବନେଶ୍ଵରରେ ବାଇକ୍, କାର୍ ବ୍ୟବହର ଉପରେ ଲଗିଲା କଟକଣା
ମହାମାରୀ କରୋନା ମୁକାବଲା ପାଇଁ କଟକ ଏବଂ ଭୁବନେଶ୍ଵର ରେ ବାଇକ୍, କାର୍ ଆଦି ଯାନବାହାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି l ଔଷଧ, ତେଜରାତି, ପନିପରିବା କିଣିବା ପାଇଁ ମୋଟରଯାନ ବ୍ୟବହାର କରି ପାରିବେ ନାହିଁ l ପନିପରିବା,…
Read More...
Read More...