22 ଜଣ କଟକ ଏସସିବି ଆଇସୋଲେସନ୍ ରେ ଭର୍ତି

0

ଗତକାଲି କଟକରୁ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ବ୍ୟକ୍ତି ଜଣକ ନିଜ୍ଜାମୁଦ୍ଦୀନ ଫେରନ୍ତା ପ୍ରସାଶନ ଜାଣିବା ପରେ କଣ୍ଟାକ୍ଟ ଟ୍ରେସିଂ କୁ ଜୋରଦାର୍ କରାଯାଇଛି l

ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତରଫରୁ ପୁଙ୍ଖାନୁପୁଙ୍ଖ ଯାଂଚ କରାଯାଇଥିଲା l ତେବେ ଯାଂଚ ସମୟରେ 22 ଜଣଙ୍କୁ ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ l ଏହି 22 ଜଣ ଙ୍କୁ ବର୍ତମାନ୍ କଟକ ସ୍ଥିତ ଏସସିବି ମେଡିକାଲରେ କରୋନା ଆଇସୋଲେସନ୍ ୱାର୍ଡ ରେ ରଖାଯାଇଛି l ଏବଂ ଆଜି ସମସ୍ତଙ୍କ ସ୍ୱାବ ନମୁନା ପରୀକ୍ଷା କରାଯିବା ବୋଲି ଜଣା ପଡିଛି l

ଅନ୍ୟପଟେ କଟକ ସ୍ଥିତ ଆଶ୍ୱିନ କୋଭିଡ ହସ୍ପିଟାଲରେ କଟକ, ପୁରୀ, ଯାଜପୁର ଜଣେ ଲେଖାଏଁ ଏବଂ ଭଦ୍ରକ ର ତିନିଜଣ ଚିକିସତ୍ିତ ହେଉଛନ୍ତି l

Leave A Reply

Your email address will not be published.