ମହାନଦୀ ଜଳ ବିବାଦ, ଦୋଷ ଠେଲାଠେଲି ହେଉଛନ୍ତି ୩ରାଜନୈତିକ ଦଳ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ମହାନଦୀ ଜଳ ବିବାଦ ପାଇଁ ଏବେ ରାଜ୍ୟ ରାଜନୀତିରେ ଦୋଷ ଠେଲାଠେଲି ଆରମ୍ଭ ହେଲାଣି । କେବେବେଳେ ବିଜେଡି, ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରୁଛି ତ ଆଉ କେବେ ଏହି ଦୁଇ ଦଳ ଶାସକ ଦଳକୁ କାଉଣ୍ଟର…
Read More...

ମେ’ ୩୧ ତାରିଖ ସୁଦ୍ଧା ଶେଷ ହେବ ଧବଳେଶ୍ୱର ଝୁଲା ପୋଲର ନବୀକରଣ କାର୍ୟ୍ୟ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆସନ୍ତା ମେ’ ୩୧ ତାରିଖ ସୁଦ୍ଧା ମହାନଦୀରେ ଧବଳେଶ୍ୱର ପୋଲ ନିର୍ମାଣ ଏବଂ ଧବଳେଶ୍ୱର ଝୁଲା ପୋଲର ନବୀକରଣ କାର୍ୟ୍ୟ ଶେଷ ହେବ । ଏନେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ…
Read More...

ପୁରୀ ପ୍ଲାଟଫର୍ମରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :ଓଡିଶାରେ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍‌ ହୋଇଛି । ଆଜି ସକାଳ ୬ଟା ୧୦ରେ ପୁରୀ-ହାୱଡା ରୁଟରେ ଏହି ଟ୍ରେନ ଛାଡିଥିଲା । ଖଡଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨…
Read More...

ବର୍ଷା ପାଇଁ ଏହି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସାରା ଓଡିଶାରେ ଏବେ କାଳବୈଶାଖୀ ବର୍ଷାର ପ୍ରଭାବ ଜାରି ରହିଛି । ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବା ସହ କୋହଲା ପବନ ବି ବହୁଛି । କିଛି ସ୍ଥାନରେ କୁଆପଥର ମଧ୍ୟ ପଡୁଛି । ଆଜି ୬…
Read More...

କରୋନା ସଂକ୍ରମଣରେ ଟିକେ ହ୍ରାସ, ଆଜି ଦେଶରେ ୭,୫୩୩ ନୂଆ ସଂକ୍ରମିତ ଚିହ୍ନଟ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଭାରତରେ ଗତ କିଛି ଦିନ ହେବ କରୋନା ସଂକ୍ରମଣ ବଢିବାରେ ଲାଗିଥିଲା । କିନ୍ତୁ ଦୈନିକ ସଂକ୍ରମଣରେ ରୋକ ଲାଗିଛି । ୧୨ ହଜାର ଉପରେ ଥିବା ସଂକ୍ରମଣ ମାମଲା ଏବେ ୮ ହଜାର ତଳକୁ ଖସିଛି । ଆଜି ଦେଶରେ…
Read More...

ବ୍ରାହ୍ମଣୀ ଡଙ୍ଗାବୁଡ଼ି ଘଟଣା, ନଦୀରୁ ନାଉରିଆଙ୍କ ମୃତଦେହ ଉଦ୍ଧାର

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବ୍ରାହ୍ମଣୀ ନଦୀର ଡଙ୍ଗାବୁଡି ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି । ନିଜ ଜୀବନକୁ ବାଜି ଲଗାଇ ୨ଜଣଙ୍କ ଜୀବନ ବଂଚାଇଥିଲେ ନାଉରିଆ । ହେଲେ ପାଣିର ପ୍ରଖର ସ୍ରୋତରୁ ନିଜେ ବଂଚିବାରେ ସକ୍ଷମ…
Read More...

ବର୍ନବିଟା କମ୍ପାନୀକୁ ବଡ ଝଟକା, ନୋଟିସ୍‌ ଜାରି କଲା ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବର୍ନବିଟା ଉପରେ ଅନେକ ପିତାମାତା ଭରସା କରନ୍ତି । ନିଜ ପିଲାଙ୍କୁ ଏହା ଶକ୍ତି ଯୋଗାଇବ ବୋଲି ନିଜ ପିଲାଙ୍କୁ ବର୍ନବିଟା ପିଇବାମକୁ ଦେଇଥାନ୍ତି । କିନ୍ତୁ ଏବେ ବର୍ନବିଟା କମ୍ପାନୀକୁ ଏକ ବଡ ଝଟକା…
Read More...

ଭାରତୀୟ ନୌସେନାରେ ଆସିଲା ବଡ ନିଯୁକ୍ତି ସୁଯୋଗ , ଜାଣନ୍ତୁ ସବିଶେଷ ତଥ୍ୟ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଭାରତୀୟ ନୌସେନାରେ ଆସିଲା ବଡ ନିଯୁକ୍ତି ସୁଯୋଗ ଆସିଛି । ଖୁବ୍‌ ଶୀଘ୍ର ଏସଏସସି ଅଫିସର ପଦବୀ ପୁରଣ ହେବାକୁ ଯାଉଛି । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଏପ୍ରିଲ ୨୯…
Read More...

ବଡ ଖବର, ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ୍‌ ଓ ଫଲିକ୍‌ ଏସିଡ୍‌ ବଟିକା

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି। ଏହାରି ଭିତରେ ପିଲାମାନେ କିପରି…
Read More...

ପଶ୍ଚିମବଙ୍ଗ ରାମ ନବମୀ ହିଂସା : ଆତଙ୍କବାଦ ବିରୋଧୀ ଏଜେନ୍ସି ଦ୍ୱାରା ଯାଂଚ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପଶ୍ଚିମବଙ୍ଗରେ ରାମ ନବମି ଉତ୍ସବ ସମୟରେ ଘଟିଥିବା ହିଂସା ଘଟଣାରେ କଲିକତା ହାଇକୋର୍ଟ ଆଜି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ନେତା…
Read More...