ରାଜ୍ୟସଭାରେ ସେଞ୍ଚୁରୀ ମାରିଲା ବିଜେପି; ଶହେ ଟପିଲା ସଦସ୍ୟଙ୍କ ସଂଖ୍ୟା

ରାଜନୀତିକ ଇତିହାସରେ ବଡ଼ ଉପଲବ୍ଧି ହାସଲ କରିଛି ବିଜେପି। ରାଜ୍ୟସଭାରେ ପ୍ରଥମ ଥର ପାଇଁ ବିଜେପି ସଦସ୍ୟତାରେ ୧୦୦ରୁ ଅଧିକ ସଂଖ୍ୟା ଅତିକ୍ରମ କରିଛି।ଗୁରୁବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ବିଜେପି ଆସାମରେ ବିଜେପିର…
Read More...

ଭାରତ-ନେପାଳ ମୈତ୍ରୀ ଟ୍ରେନ୍ ସେବା: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦେଓବା କରିବେ ଉଦଘାଟନ

ପାକିସ୍ତାନ ଏବଂ ବାଂଲାଦେଶ ପରେ ବର୍ତ୍ତମାନ ଭାରତ ଏବଂ ନେପାଳ ମଧ୍ୟରେ ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି। ବିହାରର ମଧୁବାନୀ ଜିଲ୍ଲା ସ୍ଥିତ ଜୟନଗରରୁ ନେପାଳର ଜନକପୁରଦମ୍ ଦେଇ କୁର୍ତ୍ତା ପର୍ଯ୍ୟନ୍ତ ଟ୍ରେନ୍ ସେବା ଶନିବାର…
Read More...

ଋଷିଆ ପାଇଁ ଭାରତ, ଆମେରିକା ମୁହାଁମୁହିଁ: ଏମିତି ଜବାବ ଦେଲା ଭାରତ

ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ଡେପୁଟି ଏନଏସଏ ଦଲିପ ସିଂଙ୍କ ବିବୃତ୍ତିକୁ ନେଇ ତୀବ୍ର ସମାଲୋଚନା କରାଯାଉଛି। ଆମେରିକାର ଡେପୁଟି ଏନଏସଏ କହିଛି ଯେ, ଭାରତ ଏହା ଆଶା ଅନୁଚିତ୍ ଯେ ଯଦି ଚୀନ୍ LAC କୁ ଉଲ୍ଲଂଘନ…
Read More...

ଆକ୍ଟିଭ ମୋଡ଼ରେ ଯୋଗୀ; ୟୁପିରେ ଯୁବଗୋଷ୍ଠୀଙ୍କୁ ୧୦୦ ଦିନରେ ମିଳିବ ୧୦ ହଜାର ଚାକିରି

ପୁଣିଥରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଗାଦି ସମ୍ଭାଳିଛନ୍ତି ଯୋଗୀ ଆଦିତ୍ୟନାଥ। ଅଯୋଧ୍ୟା ଯିବା ପୂର୍ବରୁ ସିଏମ୍ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ଘରେ ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କ ବୈଠକ ଡାକିଛନ୍ତି। ଯେଉଁଥିରେ ସେ…
Read More...

ପରୀକ୍ଷା ପେ ଚର୍ଚ୍ଚା ୨୦୨୨; ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ରଣା ଦେଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ 'ପରୀକ୍ଷା ପେ ଚର୍ଚ୍ଚା' ଅଧୀନରେ ଛାତ୍ର, ଅଭିଭାବକ ଏବଂ ଶିକ୍ଷକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି।ପରୀକ୍ଷା ଆମ ଜୀବନର ଅଂଶବିଶେଷ ଭଳି। ପରୀକ୍ଷାରୁ ପ୍ରାପ୍ତ ଅଭିଜ୍ଞତା…
Read More...

ମାନସ ସ୍ୱାଇଁ ହତ୍ୟା ମାମଲା; ଡେମୋ ଦେଖାଉଛି ମାଷ୍ଟରମାଇଣ୍ଡ ମାଲିକାଣୀ

ମାନସ ସ୍ବାଇଁ ହତ୍ୟା ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ଶ୍ରମିଷ୍ଠା ରାଉତକୁ ନେଇ ସିନ ରିକ୍ରିଏଟ କରିଛି। ସକାଳେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ ଶର୍ମିଷ୍ଠାଙ୍କ ପ୍ରଥମେ ଚାନ୍ଦବାଲିର…
Read More...

UPSC ପରୀକ୍ଷାର୍ଥୀଙ୍କ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ; କୋଭିଡ କାରଣରୁ ମୁଖ୍ୟ ପରୀକ୍ଷାରୁ ହୋଇଥିଲେ…

କରୋନାଭାଇରସ୍ ମହାମାରୀ କାରଣରୁ ସିଭିଲ୍ ସର୍ଭିସ୍ ମୁଖ୍ୟ ପରୀକ୍ଷାରେ ହାଜର ହୋଇ ନ ଥିବା ପରୀକ୍ଷାର୍ଥୀଙ୍କ ଅନ୍ତର୍ଭୂକ୍ତିକୁ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ଗୁରୁବାର ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ…
Read More...

ଦୁର୍ନୀତି ଉପରେ ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ବଡ କାର୍ଯ୍ୟନୁଷ୍ଠାନ; ସୋନଭଦ୍ରା ଡିଏମ୍ ନିଲମ୍ବିତ

ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ଏକ ସପ୍ତାହ ମଧ୍ୟରେ ଦୁର୍ନୀତି ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି। ଖଣି ମାମଲାରେ ଅନିୟମିତତା ଅଭିଯୋଗରେ ସେ ସୋନଭଦ୍ର ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ)…
Read More...

ସମିତି ସଭ୍ୟଙ୍କ ସ୍ୱାମୀଙ୍କୁ ହତ୍ୟା ମାମଲାରେ ଆଉ ୪ ଜଣଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗୀର ସମିତି ସଭ୍ୟ ପ୍ରାର୍ଥୀ ବନିତା ବିଶ୍ୱାଳଙ୍କ  ସ୍ବାମୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ଆଉ ୪ ଜଣଙ୍କୁ ଗିରଫ କରିଛି ପୋଲିସ। ଏହା ସହିତ ଏହି ଘଟଣାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି…
Read More...

ରାଷ୍ଟ୍ରୀୟ ସୁରକ୍ଷା କମିଟି ସହିତ ଇମ୍ରାନଙ୍କ ବୈଠକ, ବିରୋଧୀଙ୍କ ସମ୍ମୁଖରେ ରଖିଲେ ଏମିତି ସର୍ତ୍ତ

ଗାଦି ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ।ବିରୋଧୀ ଦଳର ଅନାସ୍ଥା ପ୍ରସ୍ତାବର ମୁକାବିଲା କରୁଥିବା ଇମ୍ରାନ ଖାନ ଗୁରୁବାର ଦିନ ଜାତୀୟ ସୁରକ୍ଷା କମିଟି (ଏନଏସସି) ର…
Read More...