ଭୋଟ ଦେଉଛି ଧାମନଗର, କଡା ସୁରକ୍ଷାରେ ଚାଲିଛି ମତଦାନ ପ୍ରକ୍ରିୟା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଧାମନଗର ଉପ-ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି । ସକାଳୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ଲୋକେ ଭୋଟ ଦେଇ ନିଜ ପସନ୍ଦର ବିଧାୟକ ବାଛୁଛନ୍ତି । ଏଥିପାଇଁ ଧାମନଗରରେ…
Read More...

ପୁଣି ୪ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ, ୧୪ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।…
Read More...

ଦୁଇ ଦିନ ପାଇଁ ଓଡିଶା ଆସିବେ ଓଡ଼ିଆ ଝିଅ ତଥା ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରତର ମହାମାନ୍ୟ ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁଙ୍କର ଓଡ଼ିଶା ଆଗମନ ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ପାଇଁ ଆଜି ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ…
Read More...

ଗରିବ ମୁହଁରେ ହସ ଫୁଟାଇଛି ବିଜୁ ସ୍ବାସ୍ଥକାର୍ଡ ଯୋଜନା: ୫୦୦ ଡାକ୍ତରଖାନା ତାଲିକାଭୁକ୍ତ, ଉପକୃତ ହେଲେଣି ୫ ଲକ୍ଷରୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରି ଏହି କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ପ୍ଲାଟଫର୍ମରେ…
Read More...

ଆସନ୍ତା କାଲି ଧାମନଗର ଉପନିର୍ବାଚନ, ବୁଥର ୧୦୦ମିଟର ମଧ୍ୟରେ କେହି ବି କଥା ବାର୍ତ୍ତା ହେଲେ ଗିରଫ ହେବେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା କାଲି ଧାମନଗର ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବୁଥ ରେ ସବୁ ପ୍ରକାର ପୋଲିଂ ପର୍ସନ ନିୟୋଜିତ ହୋଇ ସାରିଛନ୍ତି । 1008 ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ…
Read More...

ଜଳସାଥୀ ମାନଙ୍କ ଯାତାୟତର ସୁବିଧା ପାଇଁ ସେମାନଙ୍କୁ ସାଇକେଲ ପ୍ରଦାନ କରାଯିବ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନସ୍ଥିତ କନ୍‌ଭେନ ସେଣ୍ଟରରେ ଜଳସାଥୀ ମାନଙ୍କ ପାଇଁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କ ଯାତାୟତର ସୁବିଧା ପାଇଁ ସାଇକେଲ…
Read More...

ବାଲିଯାତ୍ରାକୁ ନେଇ କମିଶନରେଟ୍ ପୋଲିସର ବ୍ୟାପକ ପ୍ରସ୍ତୁତି, କମେଣ୍ଟ ମରା ଉପରେ ରଖାଯିବ ତିଖ୍ଣ ନଜର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କଟକ ବାଲିଯାତ୍ରାକୁ ନେଇ କମିଶନରେଟ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି। ଇଭ ଟିଜିଙ୍ଗ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ। କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା। ଚଳିତ ବାଲିଯାତ୍ରାରେ ପୋଲିସ…
Read More...

ସିଏମସି ଅଧିନରେ କାମ କରିବୁ ଘରୋଇ ସଂସ୍ଥାରେ ନୁହେଁ: ସଫେଇ କର୍ମୀ ଡ୍ରାଇଭର ଲୋଡରମାନଙ୍କ ପକ୍ଷରୁ କମିଶନରଙ୍କୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ୱୟଂ ସହାୟକ ଗୋଷ୍ଠୀର ( ସେଲଫ୍ ହେଲଫ୍ ଗୃପ୍) କର୍ମୀଭାବେ ଚୟନ ହୋଇ ଡ୍ରାଇଭର, ଲୋଡର ଓ ସଫେଇ କର୍ମୀଭାବେ ଦୀର୍ଘ ସମୟ ଧରି ମହାନଗର ନିଗମ ଅଧିନରେ ବିଭିନ୍ନ ୱାଡ୍‌ରେ କାର୍ଯ୍ୟ କରି ଆସୁଛନ୍ତି।…
Read More...

୨୨ ବର୍ଷ କ୍ଷମତାରେ ରହିଲା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭୋଟରଙ୍କୁ ପ୍ରଲୋଭନ ଦେଖାଇବାକୁ ପଡୁଛି ? ଧର୍ମେନ୍ଦ୍ର…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଦୀର୍ଘ ୨୨ ବର୍ଷ କ୍ଷମତାରେ ରହିଲା ପରେ ବି ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଜନତାଙ୍କୁ ପ୍ରଲୋଭନ ଦେଖାଇବା ପାଇଁ ପଡୁଛି ବୋଲି ମଙ୍ଗଳବାର ଧାମନଗର ଉପନିର୍ବାଚନ ପାଇଁ ଧୁଷୁରି ପଂଚାୟତ ବାସନ୍ତୀ…
Read More...

ଚାକିରିରୁ ଅବସର ନେଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ଦିଆଗଲା…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଆଜି ସରକାରୀ ଚାକିରିରୁ ଅବସରଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ଣରେ ଲୋକସେବା…
Read More...