ଚିଲିକାରେ ଧକ୍କା ହେଲା ଦୁଇଟି ଯାତ୍ରୀବାହୀ ଡଙ୍ଗା: ଅଳ୍ପକେ ବର୍ତ୍ତିଲେ ୬୦ରୁ ଅଧିକ ଯାତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଚିଲିକାରେ ଦୁଇଟି ଯାତ୍ରୀବାହୀ ଡଙ୍ଗା ମଧ୍ୟରେ ଆଜି ଧକ୍କା ହୋଇଛି। ତେବେ ଦୁଇଟି ଯାକ ଡଙ୍ଗାରେ ବସିଥିବା ୬୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଡଙ୍ଗା ଚାଳକକୁ…
Read More...

ସ୍ବାଧୀନତାର ୭୫ ବର୍ଷରେ ଗାନ୍ଧୀ ଜୟନ୍ତୀ:ଲୋକସେବା ଭବନରେ ସ୍ବରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ…
Read More...

ଗାନ୍ଧୀ ଜୟନ୍ତୀରେ ସଚେତନତା ଯାତ୍ରା, ଲୋଗୋ ଉନ୍ମୋଚନ ଓ ସାଧାରଣ ସଭା ସହିତ ଉଦଘାଟନ ହେଲା “ହର ଦିଲମେ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଘୋଷଣା ହୋଇଥିବା " ହର ଦିଲମେ ଗାନ୍ଧୀ" ର ଶୁଭ ଉଦଘାଟନ ସହିତ ଗାନ୍ଧୀ ସଚେତନତା ଯାତ୍ରା ଓ ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସକାଳ 7 ଟାରେ ଜନତା…
Read More...

ବିଜେପି ଓ ବିଜେଡ଼ି ଦଳର ଦୁଇଦିନ କାର୍ଯ୍ୟକ୍ରମକୁ ନେଇ ବର୍ଷିଲେ ପିସିସି ସଭାପତି, ଏଭଳି ରଖିଲେ ପ୍ରତିକ୍ରିୟା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେଡି ଓ ବିଜେପି 2 ଦିନର ରାଜନୈତିକ କାଯ୍ୟକ୍ରମ ଉପରେ ମତ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।ସେ କହିଛନ୍ତି ଉଭୟ ଦଳ ତାଙ୍କର କାଯ୍ୟକ୍ରମ କରିଛନ୍ତି ସେଥିରେ ଆମର କିଛି କହିବାର…
Read More...

ଅକ୍ଟୋବର ୩ ତାରିଖରୁ ଜୀ ସାର୍ଥକର ନୂଆ ମେଗା ସିରିଏଲ ‘ସାଥୀରେ, ଦର୍ଶକେ ଦେଖିବାକୁ ପାଇବେ ଭିନ୍ନ ସ୍ୱାଦର କାହାଣୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଓଡିଆ ଦର୍ଶକଙ୍କ ପାଇଁ ଜୀ ସାର୍ଥକ ଆସୁଅଛି ଆଉ ଏକ ଭିର୍ଣ୍ଣ ଧରଣର ନୂଆ ମେଗା ଧାରାବାହିକ । ଯାହାର ନାଁ ରହିଛି ‘ସାଥୀରେ’ । ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ‘ସାଥୀରେ’ ଲଞ୍ଚ ହୋଇଛି ।…
Read More...

ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ ତିଆରି କରିବ ବିଜେପି, ବିଚାର କରିବେ ଜନତା: ଜୟନାରାୟଣ

ଓଡ଼ିଶା ନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ ତିଆରି କରିବ ବିଜେପି। ଜନତାଙ୍କ ଆଗରେ ଉପସ୍ଥାପିତ କରିବୁ ସେମାନେ ବିଚାର କରିବେ । ଜନତା ହେଉଛନ୍ତି ଗଣତନ୍ତ୍ରର ମାଜିଷ୍ଟ୍ରେଟ। ଦୁର୍ନୀତି,…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଆଉ ତିନି ମାସ ମାଗଣା ଚାଉଳ ପାଇବେ ଗରିବ ହିତାଧିକାରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ ୫ କେ.ଜି ଚାଉଳ ଯୋଗାଇ ଦେବା ପାଇଁଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ୨.୯୨…
Read More...

ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି, ମାସେ ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବୁକିଂ ଅବଧି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗାଡ଼ି ଚାଳକଙ୍କ ପାଇଁ ଆଶ୍ୱସ୍ତ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌କୁ ମିଳିଲା ଆଉ ମାସେ ମହଲତ। ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ନିଜ ଆଡ଼ୁ ମାସେ ସମୟସୀମା…
Read More...