ଆଜି ପ୍ରକାଶ ପାଇବ CHSE ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ, ଅପରାହ୍ନ ୪ଟାରେ ହେବ ଘୋଷଣା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ସିଏଚଏସଇ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ପ୍ରକାଶ ପାଇବ ବୋଲି…
Read More...

ଭୁବନେଶ୍ୱର ନାଇଜର ଠାରେ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ, ଖର୍ଚ୍ଚ ହେବ ୬୫୦କୋଟି ଟଙ୍କା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ); ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ 650 କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବା…
Read More...

ଆରପାରିରେ କାମାକ୍ଷାନଗର ଯୁବ ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି, ସହକର୍ମୀଙ୍କ ମଧ୍ୟରେ ଶୋକର ଛାୟା

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆରପାରିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଳିଙ୍ଗ ଟିଭି ପ୍ରତିନିଧି ଦୁଷ୍ମନ୍ତ ମହାନ୍ତି । ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା ।…
Read More...

ରାଷ୍ଟ୍ରପତିଙ୍କ ଶପଥ ସମାରୋହରେ ‘ଜୟ ଜଗନ୍ନାଥ’ ଧ୍ୱନିରେ ସଂସଦ ଭବନ ଗୁଞ୍ଜରିତ, ପ୍ରତ୍ୟେକ ଓଡ଼ିଆଙ୍କୁ ଗର୍ବିତ କରିଛି…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରସିଦ୍ଧ ଉକ୍ତି “ମୋ ଜୀବନ ପଛେ ନର୍କେ…
Read More...

କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ଓଡ଼ିଶା ଭବନରେ ରହିଥିଲେ, ଭଡ଼ା ବାବଦକୁ ୬୧ ଲକ୍ଷ ଟଙ୍କା ଛାଡ଼ କଲେ…

ଓଡିଆ ନ୍ୟୁଜ୍(ବ୍ୟୁରୋ):  କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହୁଣୀ ବାବଦ ୬୧ ଲକ୍ଷ ୫ ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ…
Read More...

ଓଡିଆ ଝିଅ ଶ୍ରୀମତୀ ଦ୍ରୈାପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକାଠି ଦେଖିଲେ ଟିମ୍

 ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଗର୍ବ ଏବଂ ଐତିହାସିକ ଦିନ । ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ମହାମହିମ୍ ରାଷ୍ଟ୍ରପତି ଭାବେ ଓଡିଆ ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ…
Read More...

କଟକ ଲାଲବାଗ କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ପର୍ଦ୍ଦାଫାସ: ଲାପ୍‌ଟପ୍‌ରେ ଥିବା ଆପତ୍ତିଜନକ…

ଓଡିଆ ନ୍ୟୁଜ୍(ବ୍ୟୁରୋ):  କଟକ ଲାଲବାଗ ଥାନା କୁତ୍ତାଖାଇ ଗଳିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣାରେ ପର୍ଦ୍ଦାଫାସ। ସିସିଟିଭି ଫୁଟେଜରୁ ଖୋଲିଲା ମର୍ଡର ମିଷ୍ଟ୍ରି। ପୁଅର ଲାପ୍‌ଟପ୍‌ରେ ଥିବା ଆପତ୍ତିଜନକ ଭିଡିଓ ପାଇଁ ଗଲା…
Read More...

କାରଗିଲ୍ ବିଜୟ ଦିବସ ଉପଲକ୍ଷେ ଦୁଇ ଦିନିଆ ହେବ ତ୍ରିରଙ୍ଗା ଯାତ୍ରା, ଯୋଗଦେବେ ସବୁ ଜିଲ୍ଲା ସଭାପତି

ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ତେଜସ୍ୱୀ ସୁର‌୍ୟାଙ୍କ ନେତୃତ୍ୱରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଜୁଲାଇ ୨୫, ୨୦୨୨ରୁ କାରଗିଲ୍ ବିଜୟ ଦିବସ ଉପଲକ୍ଷେ ଦୁଇ ଦିନିଆ ତ୍ରିରଙ୍ଗା ଯାତ୍ରା ଆରମ୍ଭ…
Read More...

ଚେନ୍ନାଇ ଉତ୍କଳ ସମାଜ କାର୍ଯ୍ୟକ୍ରମ ଓ ଫିଲ୍ମ ପ୍ରମୋସନରେ ଭାଗ ନେଲେନି ବାବୁସାନ: ପ୍ରକୃତି କରିଥିଲେ ବାରଣ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବାବୁସାନ-ତୃପ୍ତି- ପ୍ରକୃତି କଳିର ବିବାଦ ଥମୁନି। ଉଭୟ ପକ୍ଷରୁ ମାମଲା ରୁଜୁ ପରେ କେଉଁଠି ବାବୁସାନ ଓ ପ୍ରକୃତି ଖୋଜା ଚାଲିଛି। ଚେନ୍ନାଇ ଉତ୍କଳ ସମାଜ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇ ସେଥିରେ…
Read More...

ବାଦ ବିଦାଦ ପରେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ରଖିଲେ ପ୍ରକୃତି ମିଶ୍ର ଓ ବାବୁସାନ୍, ପଢନ୍ତୁ କଣ କହିଲେ ଉଭୟ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସୋସିଆଲ ମିଡିଆରେ ଆସି ନିଜର ସ୍ପଷ୍ଟୀକରଣ ରଖୁଛନ୍ତି ବାବୁସାନ୍। ବର୍ତ୍ତମାନ ଅଭିନେତା ବାବୁସାନଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଥିରେ ସେ  ସ୍ପଷ୍ଟୀକରଣ ଦେଇଛନ୍ତି। ପରିବାର ଲୋକଙ୍କ ଅଭିଯୋଗକୁ…
Read More...