ଓଡିଶାରେ ଶିକ୍ଷାର ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ଭୁଷୁଡିପଡିଛି, ୫-ଟି ସ୍କୁଲ ନାଁରେ ଦୁର୍ନୀତି କରୁଛନ୍ତି ରାଜ୍ୟ ସରକାର:…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶାରେ ଶିକ୍ଷାନୁଷ୍ଠାନ ଦୁର୍ନୀତିର ଗନ୍ତାଘର ହୋଇଛି । ଶିକ୍ଷା କ୍ଷେତ୍ରରେ ସର୍ବ ଭାରତୀୟସ୍ତରରେ ଓଡ଼ିଶାର ସ୍ଥାନ ୨୪ନଂରେ ପଂହଚିଛି । ପିଜିଆଇ କ୍ଷେତ୍ରରେ ଓଡ଼ିଶାର ଶିକ୍ଷା ସବୁଠୁ ତଳେ ରହିଛି ।…
Read More...

ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ନିୟତି, ସ୍ଵାତି ସିନେପ୍ଲେକ୍ସରେ ଚାଲିଲା ପ୍ରିମିଅର ଶୋ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏସ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସ ର ପ୍ରଯୋଜନା ଏବଂ ସମରେଶ ରାଉତରାୟ ଙ୍କ ପ୍ରସ୍ତୁତି ରେ ନିର୍ମିତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ନିୟତି ସାରା ଓଡିଶାର କୋଡିଏ ଟି ପ୍ରେକ୍ଷାଳୟ ରେ ମୁକ୍ତିଲାଭ…
Read More...

ପ୍ରକୃତି ଓ ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା,…

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପ୍ରକୃତି ତଥା ପରିବେଶର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ୧ କୋଟି ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ମାନଙ୍କୁ ସଂକଳ୍ପ ନେବାକୁ ଆହ୍ୱାନ…
Read More...

ମିଛୁଆ ରାଧୁଆ ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି ‘ଅମ୍ଳାନ ରିପୋର୍ଟ’, ରକ୍ତହୀନତା ଦୂରୀକରଣ ନୁହେଁ, ଭୋଟ୍…

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମା’ ଓ ଶିଶୁ ରକ୍ତହୀନତାର ଶିକାର ହେଲେ ସେ କେବେହେଲେ ସବଳ ହେବ ନାହିଁ କି ମାନସିକ ସ୍ତରରେ ମଧ୍ୟ ବୃଦ୍ଧି ଘଟିବ ନାହିଁ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଂପର୍କିତ ସଦ୍ୟ ପ୍ରକାଶିତ ‘ଆନେମିଆ ମୁକ୍ତ…
Read More...

ନିଜ ନାମରେ ଜମି ଓ ପଟ୍ଟା ସତ୍ୱ ନଥିବାରୁ ଗରୀବ ବାସହୀନ ପକ୍କାଘର ପାଇବାରୁ ବଂଚିତ: “ମୋ ଘର” ଯୋଜନା ଏକ ପ୍ରହସନରେ…

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଓଡ଼ିଶାରେ ଗରୀବ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ମୋଦି ସରକାର ଲକ୍ଷ ଲକ୍ଷ ଘର ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ପାତରଅନ୍ତର ନୀତି ଅବଲମ୍ବନ କରି ବହୁ ଅଯୋଗ୍ୟ ଲୋକଙ୍କୁ “ପ୍ରଧାନମନ୍ତ୍ରୀ ଆବାସ” ଯୋଜନା…
Read More...

୫-ଟି ଅଧିନସ୍ଥ ଅସ୍ତରଙ୍ଗ ବ୍ଲକର ପଢ଼ିଆରୀ ବିଦ୍ୟାପୀଠର ଛାତରୁ ପ୍ଲାଷ୍ଟର ଖସିବା ପ୍ରସଙ୍ଗ:ବିଦ୍ୟାଳୟ ପରିଦର୍ଶନ…

ଓଡ଼ିଆ ନ୍ୟୁଜ(ବ୍ୟୁରୋ): “୫-ଟି ସ୍କୁଲ; ବାହାରକୁ ଭଲ, ଭିତରେ ଖୋଳ” । ୫-ଟି ରୂପାନ୍ତରଣ ନାଁରେ ରାଜନୈତିକ ଫାଇଦା ନେବା ପାଇଁ ଶାସକ ବିଜୁ ଜନତା ଦଳର ସାଙ୍ଘାତିକ ଷଡଯନ୍ତ୍ର ପଦାରେ ପଡିଛି । ବାସ୍ତବରେ ଶାସକ ବିଜୁ ଜନତା ଦଳର…
Read More...

ରଣପୁରର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ପୀଠର ହେବ ରୂପାନ୍ତରଣ କାମ, ପ୍ରତିଶ୍ରୁତି ଦେଲେ ଫାଇଭ-ଟି ସଚିବ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ନୟାଗଡ ଗସ୍ତରେ ଫାଇଭଟି ସଚିବ ଭିକେ ପାଣ୍ଡିଆନ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଜଣ ସାଧାରଣଙ୍କ ସହ ଆଲୋଚନା କରିଛନ୍ତି। ରଣପୁରର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ପୀଠର…
Read More...

ପର୍ଶୁରାମଙ୍କ ଫଟୋ ଅପସାରଣ କରି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଘଟଣା, ୧୨ ଘଣ୍ଟିଆ ପାଟଣାଗଡ ବନ୍ଦର ଅଭୂତପୂର୍ବ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ପାଟଣାଗଡବ୍ଲକଛକଠାରେ ୨୦୧୯ ମସିହାରୁ ପୂଜା ପାଇ ଆସୁଥିବା ଭଗବାନ ପର୍ଶୁରାମଙ୍କ ଫଟୋକୁ ଫିଙ୍ଗି ଦେଇ ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ନେଇ ସମଗ୍ର ଅ ଳରେ ତୀବ୍ର ଅସନ୍ତୋଷ…
Read More...

5ଟି ଅଧୀନରେ ସମସ୍ତ ରୂପାନ୍ତୀକରଣ 6883 ସ୍କୁଲ ନିର୍ମାଣ କାର୍ଯ୍ୟର ତୃତୀୟ ପକ୍ଷ ଅଡିଟ କରାଯାଉ: ଓଡିଶା ଅଭିଭାବକ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତକାଲି ଅସ୍ତରଙ୍ଗର 5ଟି ସ୍କୁଲ ରେ ଛାତରୁ ପ୍ଲାଷ୍ଟର ଖସି ତିନି ଜଣ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି l ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟି ଛାତ୍ର ଛାତ୍ରୀ, ଶିକ୍ଷକ ମୃତାହତ ହୋଇ ସାରିଛନ୍ତି l…
Read More...

ମଣିପୁର ହିଂସା ବର୍ବରତାର ସମସ୍ତ ସୀମା ଅତିକ୍ରମ କରିଛି-AIMSS

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମଣିପୁର ରେ ଶତାଧିକ ପୁରୁଷ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରାଇ ଶୋଭାଯାତ୍ରାରେ ଚଲାଇ ଚଲାଇ ଏକ ଚାଷ ଜମିକୁ ନେଇଯାଉଥିବା ର ଗଣମାଧ୍ୟମରେ ପ୍ରସାରିତ ଭିଡିଓ ଦେଶର ଜନଗଣ ଙ୍କୁ ସ୍ତବ୍ଧ କରି ଦେଇଛି।…
Read More...