ଓଡିଆ ସିନେମାର ଦୃଷ୍ଟିକୋଣ ବଦଳାଇଦେଲା ‘ଦୃଷ୍ଟିକୋଣ’, ପ୍ରଥମ ଦିନରେ ହାଉସଫୁଲ

ଓଡିଆ ନ୍ୟୁଜ୍(ବ୍ୟୁରୋ): ମୁକ୍ତିଲାଭ କରିଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ଦୃଷ୍ଟିକୋଣ’ । ଅକ୍ଷୟ ପରିଜା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସିନେମା ପ୍ରଥମ ଦିନରେ ହାଉସଫୁଲ ହୋଇଛି । ଖାଲି ସେତିକି ନୁହେଁ ଏହି ସିନେମା…
Read More...

ପୋଲିସ ଓ ଡାକ୍ତରର ଜାଲ୍‌ ପରିଚୟରେ ଧଳା ଜହର କାରବାର,ବାନ୍ଧିଲା କ୍ରାଇମବ୍ରାଞ୍ଚ STF

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବହୁରୂପୀ ବ୍ରାଉନସୁଗର ବେପାରୀ । ନିଜକୁ ପୋଲିସ ଓ ଡାକ୍ତରର ଦେଉଥିଲେ ପରିଚୟ। ଚଳାଇଥିଲେ ଧଳା ଜହରର କାରବାର । କପିଳ ଦେବ ମଜୁମଦାର ଓ ରଶ୍ମି ରଞ୍ଜନ ଭୋଳ । ବ୍ରାଉନସୁଗର ବେପାର ପାଇଁ ନକଲି ପୋଲିସ…
Read More...

ଗୁପ୍‌ଚୁପ୍‌ ବେପାରୀଙ୍କ ଘରେ ଅଚାନକ ରେଡ୍‌ କଲା କଟକ ମହାନଗର ନିଗମ, ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍‌ ପ୍ରସ୍ତୁତି ଅଭିଯୋଗ । ଅଚାନକ ରେଡ୍‌ କଲା କଟକ ମହାନଗର ନିଗମ ଟିମ୍‌ । କଟକ ସହରରର ବିଭିନ୍ନ ଗୁପଚୁପ୍‌ ବେପାରୀଙ୍କ ଘରେ ସିଏମସି ଟିମ୍‌ ଚଢ଼ାଉ କରିଛି ।…
Read More...

ଦକ୍ଷିଣ ଓଡିଶାର ଲୋକେ ପାଇବେ ଉନ୍ନତମାନର ଚିକିତ୍ସା, ବ୍ରହ୍ମପୁର ବଡ଼ ମେଡିକାରେ ବେଡ଼ ସଂଖ୍ୟା ୧୫୫୦କୁ ବୃଦ୍ଧି…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ବ୍ରହ୍ମପୁର ବିଧାୟକ ଓ ସାଂସଦଙ୍କ ତତ୍ବାବଧାନରେ ଆଜି ସ୍ଥାନୀୟ ଷ୍ଟେସନ ରୋଡ଼ ସ୍ଥିତ ସର୍କିଟ ହାଉସ ସମ୍ମିଳନୀ…
Read More...

ପାରଳାଖେମୁଣ୍ଡିରେ ୫ କାର ପୋଡି ଘଟଣାର ପର୍ଦ୍ଦାଫାସ୍: ୬ ଗିରଫ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଟାଉନ୍ ହଲ୍ ପରିସରରେ ଗତ ରବିବାର ମଧ୍ୟରାତ୍ରିରେ ୫ଟି କାର୍‌ ପୋଡି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍‌ । ଗୁରୁବାର ୬ଜଣକୁ ଗିରଫ କରି କୋର୍ଟ…
Read More...

ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ବରିଷ୍ଠ ଶିକ୍ଷାବିତଙ୍କ ଦାବି,…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ କ୍ରିୟାନ୍ୱୟନ ଉପରେ ମାନ୍ୟବର ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି । ଏହା ସତ୍ତ୍ୱେ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ…
Read More...

ନନ୍ଦନକାନନରେ ଉଦଘାଟନ ହେଲା ବହୁତଳ ପାର୍କିଂ ସ୍ଥଳ, ଏକା ସାଙ୍ଗରେ ରହିପାରିବ ୫୩୮ଟି ଚାରିଚକିଆ ଯାନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତକାଲି  ନନ୍ଦନକାନନଠାରେ ୩୫୪୨.୭୯ ଲକ୍ଷ ଟଙ୍କାରେ ନିର୍ମିତ ତିନିମହଲାବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି।ଏହି…
Read More...

ଆଜି କେରଳ ଛୁଇଁବନି ମୌସୁମୀ: ଜୁନ୍‌ ପ୍ରଥମ ସପ୍ତାହରେ ଭୁବନେଶ୍ୱର ତାତି ୪୪ ଡିଗ୍ରୀ ଛୁଇଁପାରେ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ବିଳମ୍ବରେ ପହଞ୍ଚିବ ମୌସୁମୀ। କେରଳ ଛୁଇଁବାକୁ ଆହୁରି ୨ରୁ ୩ ଦିନ ସମୟ ଲାଗିବ। ସ୍ୱାଭାବିକ ଭାବେ ପ୍ରତିବର୍ଷ ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁଥାଏ। ଚଳିତବର୍ଷ ମୌସୁମୀ ମେ'୨୭ ତାରିଖ…
Read More...

କୋଭିଡରେ ମୃତ୍ୟୁ ବରଣ କରିଥିବା ହୋମଗାର୍ଡଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଦେଲେ ୫୦ ଲକ୍ଷ ଟଙ୍କା

ଓଡିଆ ନ୍ୟୁଜ୍(ବ୍ୟୁରୋ):  କରୋନା ସମୟରେ ସଙ୍ଗରୋଧ କେନ୍ଦ୍ର ରେ ଡ୍ୟୁଟି କରି ମୃତ୍ୟୁ ବରଣ କରିଥିବା ହୋମଗାର୍ଡ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପଚାଶ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।  ଯାହା ଫଳରେ ସମ୍ପୃକ୍ତ…
Read More...

କେବଳ ଅନଲାଇନ୍ ମାଧ୍ୟମରେ ହୋଲଡିଂ ଟ୍ୟାକ୍ସ ପଇଠ କରିବେ ଭୁବନେଶ୍ୱର ବାସିନ୍ଦା, ଆଜିଠୁ ଲଗୁ ହେଲା ନିୟମ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜିଠୁ ଭୁବନେଶ୍ୱର ବାସିନ୍ଦା କେବଳ ଅନଲାଇନ୍ ମାଧ୍ୟମରେ ହୋଲଡିଂ ଟ୍ୟାକ୍ସ ପଇଠ କରିବେ। ପୂର୍ବରୁ ଅନଲାଇନ୍ ଓ ଅଫଲାଇନ ମାଧ୍ୟମରେ ଟିକସ ଆଦାୟ ହେଉଥିଲା। କିନ୍ତୁ କୋଭିଡ୍ ସମୟରେ ଅନଲାଇନ୍ ବ୍ୟବସ୍ଥା…
Read More...