ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ମିଗଜୋମ୍

ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ମିଗଜୋମ୍ । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ବର୍ଷା ଜାରି ରହିଛି । ଦକ୍ଷିଣ ଓଡ଼ିଶା ଉପରେ ବାତ୍ୟା ମିଗଜୋମ୍ ପ୍ରଭାବ ମଧ୍ୟ ରହିଛି…
Read More...

ଓଡ଼ିଶାର ଏକ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଓଡ଼ିଶାର ଏକ ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀ । ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଏହାକୁ ପାଳନ କରାଯାଏ।  ଅତୀତରେ, ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା ପ୍ରଥମ ମାସ ବୋଲି ଗଣନା…
Read More...

ପ୍ରଥମାଷ୍ଟମୀ ଚଳଚଂଳ ହୋଇ ଉଠିଛି ପୁରୀ ଶ୍ରୀମନ୍ଦିର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ହେଉଛି ପ୍ରଥମାଷ୍ଟମୀ । ସେଥିପାଇଁ ଚଳଚଂଳ ହୋଇ ଉଠିଛି ପୁରୀ ଶ୍ରୀମନ୍ଦିର । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭଗବାନ ବଳଭଦ୍ର ପୋଢୁଆଁ ହେବେ । ନିଆଳି ମାଧବନନ୍ଦ ଜୀଉ ମନ୍ଦିରରୁ ଆସିଥିବା ପୋଢୁଆଁ…
Read More...

ସଦସ୍ୟତା ଫେରି ପାଇଲେ ରାଘବ ଚଡ୍ଡା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ହଟିଲା ନିଲମ୍ବନ। ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଫେରି ପାଇଲେ ନିଜ ସଦସ୍ୟତା। ରାଜ୍ୟସଭା ତାଙ୍କ ନିଲମ୍ବନକୁ ରଦ୍ଦ କରିଛନ୍ତି। ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଆପ୍‌…
Read More...

ଆରମ୍ଭ ହୋଇଗଲାଣି ବର୍ଷା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ତାମିଲନାଡୁର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।ଫଳରେ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବିଶେଷକରି ଚେନ୍ନାଇରେ ଏହି…
Read More...

ମୋଦିଙ୍କୁ ଫୋନ କଲେ ନବୀନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୋଦିଙ୍କୁ ଫୋନ କଲେ ନବୀନ । 3 ରାଜ୍ୟରେ ବିଜେପିର ବୃହତ ବିଜୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧ୍ୟପ୍ରଦେଶ, ରାଜସ୍ଥନ ଓ ଛତିଶଗଡରେ ବିଜେପିର…
Read More...

ଅଭିଯାନ ୨୦୨୪

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଭିଯାନ ୨୦୨୪।  ଆଜି କଟକ ଜିଲ୍ଲା ର ଜଗତପୁର ଇମାମନଗର ସ୍ଥିତ ଭାରତୀୟ ଜନତା ପାଟି ଅଫିସ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।କଟକ ଜିଲ୍ଲା ସାଧାରଣ ସମ୍ପାଦକ ରାମନାରାୟଣ…
Read More...

ଆଉ ଏକ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଉ ଏକ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରା ଦିନେ ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିବା ବାଲିଯାତ୍ରା…
Read More...

ପୋଖରୀ ନିକଟରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୋଖରୀ ନିକଟରୁ ଯୁବକଙ୍କ ରକ୍ତଜୁଡୁବୁଡୁ ମୃତଦେହ ଉଦ୍ଧାର |  ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ ଘଟଣା। ଘରୁ ଯାଇଥିଲେ ସୁସ୍ଥ, ସୁନ୍ଦର ଭଲ ଅବସ୍ଥାରେ ହେଲେ ଆଜି ଫେରିଲା ରକ୍ତାକ୍ତ ମୃତଦେହ।…
Read More...

ରାଇରଙ୍ଗପୁରରେ କୃଷକ ସଚେତନତା ରଥ ଉଦଘାଟିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଇରଙ୍ଗପୁରରେ କୃଷକ ସଚେତନତା ରଥ ଉଦଘାଟିତ |  ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁରରେ ନିୟନ୍ତ୍ରିତ ବଜାର କମିଟୀ ଆନୁକୂଲ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳ ସମ୍ମୁଖରେ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ…
Read More...