#Odianews ବିଜୟଙ୍କୁ CBI ସମନ୍ Odia News Mar 9, 2026 0 ଓଡ଼ିଆ ନ୍ୟୁଜ୍: କରୁର ଦଳାଚକଟା; ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ CBI ସମନ୍।କାଲି ଦିନ ୧୦ଟା ସୁଦ୍ଧା CBIରେ ହାଜର ହେବାକୁ ନିର୍ଦ୍ଦେଶ ସୂଚନା।ବିଜୟଙ୍କ ରାଲି ପାଇଁ କରୁର ଦଳାଚକଟାରେ ୪୧ ଜଣଙ୍କ ଜୀବନ ଯାଇଥିଲା। ତଦନ୍ତ… Read More...
#Odianews ଭାରତ ମହାସାଗରରେ ଇରାନର ଥିଲା ତିନି ଜାହାଜ, ଗୋଟିଏକୁ ଭାରତ ଶରଣ ଦେଇଛି: ଏସ୍ ଜୟଶଙ୍କର Odia News Mar 9, 2026 0 ଓଡ଼ିଆ ନ୍ୟୁଜ୍: ଭାରତ ମହାସାଗରରେ ଇରାନର ତିନୋଟି ଜାହାଜ ଥିଲା । ଆମେ ଗୋଟିଏକୁ ଶରଣ ଦେଇଥିଲୁ । ଭାରତ ସଦାବେଳେ ଶାନ୍ତି ଚାହେଁ ବୋଲି ରାଜ୍ୟସଭାରେ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ବୈଦେଶିକ ମନ୍ତ୍ରୀ… Read More...
#Odianews ଯୁଦ୍ଧ ପ୍ରଭାବରେ ପୁଣି ବଢ଼ିଲା ତେଲ ଦର Odia News Mar 9, 2026 0 ଓଡ଼ିଆ ନ୍ୟୁଜ୍: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପ ଏହି ପରିସ୍ଥିତି ସମ୍ପର୍କରେ ବିବୃତି ଜାରି କରିଛନ୍ତି। ଟ୍ରମ୍ପ… Read More...
#Odianews ରାଜ୍ୟରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ Odia News Mar 9, 2026 0 ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ । ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ୧୦୫ଟି ଅନୁ ଶାସନ ସଚିବଙ୍କ ପଦବୀ ଖାଲି ପଡିଥିବା ବେଳେ… Read More...
#Odianews ପୁଣି ପୁରୀ କୋର୍ଟକୁ ବୋମା ଧମକ Odia News Mar 9, 2026 0 ଓଡ଼ିଆ ନ୍ୟୁଜ୍: ପୁଣି ପୁରୀ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ପୁରୀ ଜିଲ୍ଲା କୋର୍ଟ ଇ-ମେଲ୍ ଜରିଆରେ ଆସିଛି ଧମକ । ଏଭଳି ଧମକପୂର୍ଣ୍ଣ ଇ-ମେଲ୍ ପାଇବା ପରେ ପୁରୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସିଟି… Read More...
#Odianews ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ Odia News Mar 9, 2026 0 ଓଡ଼ିଆ ନ୍ୟୁଜ୍: ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ।୧୦ ତାରିଖରୁ ବିଭିନ୍ନ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା। ମାର୍ଚ୍ଚ ୩୧ ତାରିଖରେ ଗୃହରେ ବଜେଟ୍ ପାରିତ ହେବାର ଅଛି।ଏପ୍ରିଲ୍ ୮ ତାରିଖ… Read More...
#Odianews ଭାରତ ଟି ଟ୍ବେଣ୍ଟି ବିଶ୍ବକପ ଚାଂପିଅନ୍ Odia News Mar 8, 2026 0 ଓଡ଼ିଆ ନ୍ୟୁଜ୍: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଟି ଟ୍ବେଣ୍ଟି ବିଶ୍ବକପ ଚାଂପିଅନ୍। ଫାଇନାଲରେ ୯୬ ରନରେ ଜିତି ଟାଇଟଲ ବଜାୟ ରଖିଲା ଭାରତ।୨୫୬ ରନର ପିଛା କରି ନ୍ୟୁଜିଲାଣ୍ଡ ୧୫୯ ରନରେ ଅଲଆଉଟ।ଯଶପ୍ରୀତ ବୁମରାଙ୍କୁ ୪ ଓ ଅକ୍ଷର… Read More...
#Odianews ଶ୍ରୀମନ୍ଦିରରେ କାଲି ବନ୍ଦ ରହିବ ଜଗା ଦର୍ଶନ Odia News Mar 8, 2026 0 ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ । ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ… Read More...
#Odianews ଟି ଟ୍ବେଣ୍ଟି ବିଶ୍ବକପ, ଭାରତର ରନ୍ ବର୍ଷା Odia News Mar 8, 2026 0 ଓଡ଼ିଆ ନ୍ୟୁଜ୍: ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲରେ ଭାରତର ରନ୍ ବର୍ଷା।ଅଭିଷେକ ଶର୍ମା, ସୁଞ୍ଜୁ ସାମସନ, ଇଶାନ କିଶନ ଓ ଶିବମ ଦୁବେ କିୱି ବୋଲରଙ୍କୁ ଜବରଦସ୍ତ ଧୁଲେଇ କରି ୨୫୫ ରନର ବିଶାଳ ସ୍କୋର ଛିଡ଼ା କରିଛନ୍ତି। ଫାଇନାଲ୍… Read More...
#Odianews ଗିରଫ ହେଲେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗର ସହକାରୀ ନିର୍ବାହୀ Odia News Mar 8, 2026 0 ଓଡ଼ିଆ ନ୍ୟୁଜ୍: ଗିରଫ ହେଲେ କୁବେର ସହକାରୀ ଯନ୍ତ୍ରୀ।ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ… Read More...