#Odianews ସିଂହଦ୍ବାର ଆଗରେ ୩ ରଥ Odia News Jul 5, 2025 0 ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ଲାଗିଲା ନନ୍ଦିଘୋଷ ରଥ।ଏବେ ଶ୍ରୀମନ୍ଦିର ସିଂହଦ୍ବାର ଆଗରେ ତିନି ରଥ।ପ୍ରଥମେ ପହଞ୍ଚିଲା ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ।ପରେ ଆସିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ।ଏବେ… Read More...
#Odianews ଲକ୍ଷ୍ମୀ ନାରାୟଣ ଭେଟଘାଟ Odia News Jul 5, 2025 0 ଓଡ଼ିଆ ନ୍ୟୁଜ୍: ରାଜ ନଅର ସମ୍ମୁଖରେ ନନ୍ଦିଘୋଷ।ଲକ୍ଷ୍ମୀ-ନାରାୟଣ ଭେଟଘାଟ ଆରମ୍ଭ। ଶରଧାବାଲି ଛାଡି ଶ୍ରୀମନ୍ଦିରକୁ ବାହାରିଛନ୍ତି ଶ୍ରୀଜୀଉ। ନିର୍ଦ୍ଧାରିତ ସମୟ ପୂର୍ବରୁ ଗଡ଼ିଥିଲା ବଡ଼ଠାକୁରଙ୍କ ରଥ । ନୀତିନିର୍ଘଣ୍ଟ ଅନୁସାରେ… Read More...
#Odianews ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍ Odia News Jul 5, 2025 0 ଓଡ଼ିଆ ନ୍ୟୁଜ୍: ସୁନୀଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଶୁବମନ ଗିଲ୍। ଗୋଟିଏ ଟେଷ୍ଟରେ ଗାଭାସ୍କରଙ୍କ ନାଁରେ ଥିବା ସର୍ବାଧିକ ରନ୍ ରେକର୍ଡ ଭାଙ୍ଗିଲେ।୧୯୭୧ରେ ଗାଭାସ୍କର ପୋର୍ଟ ଅଫ୍ ସ୍ପେନ୍ରେ ୩୪୪ ରନ୍… Read More...
#Odianews କେନ୍ଦୁଝରରେ ଅଟକିଲା ବଳଦେବ ଜୀଉଙ୍କ ନନ୍ଦିଘୋଷ ରଥ Odia News Jul 5, 2025 0 ଓଡ଼ିଆ ନ୍ୟୁଜ୍: ପ୍ରବଳ ବର୍ଷା ଯୋଗୁଁ କେନ୍ଦୁଝରରେ ଅଟକିଲା ରଥ।ବଳଦେବ ଜୀଉଙ୍କ ନନ୍ଦିଘୋଷ ରଥ ଅଟକି ରହିଲା।ଗଳଗଣ୍ଡି ପାର ହେବା ପରେ ଅଟକି ରହିଛି ରଥ।କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉଙ୍କର ପବିତ୍ର… Read More...
#Odianews ସିଂହଦ୍ୱାର ଆଗରେ ଲାଗିଲା ତାଳଧ୍ୱଜ ରଥ Odia News Jul 5, 2025 0 ଓଡ଼ିଆ ନ୍ୟୁଜ୍:ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଗେ ଆଗେ ଆସି ସିଂହଦ୍ୱାରରେ ଲାଗିଛି ତାଳଧ୍ୱଜ ରଥ। ମଝିରେ ଆସୁଛନ୍ତି ଭଉଣୀ ସୁଭଦ୍ରା। ପଛରେ ଗହଳି ଲଗାଇ… Read More...
#Odianews ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ Odia News Jul 5, 2025 0 ଓଡ଼ିଆ ନ୍ୟୁଜ୍: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପୃହତ ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଓଡ଼ିଆ ରହିଥିବା ସୂଚନା ମିଳିଛି। ତେବେ ଅପହୃତ ଯୁବକ ଜଣକ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ… Read More...
#Odianews ଆହୁରି ତିନି ଦିନ ଭିଜିବ ଓଡ଼ିଶା Odia News Jul 5, 2025 0 ଓଡ଼ିଆ ନ୍ୟୁଜ୍: ଆହୁରି ତିନି ଦିନ ଭିଜିବ ଓଡ଼ିଶା । ସତର୍କ କରାଇଲା ପାଣିପାଗ ବିଭାଗ । ୬ ଜିଲ୍ଲାକୁ ଆର୍ଲଟ ଜାରି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିବ । ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ… Read More...
#Odianews ସରିଲା ଆଡ଼ପମଣ୍ଡପ ଲୀଳା: ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିଲେ କାଳିଆ ସାଆନ୍ତେ Odia News Jul 5, 2025 0 ଓଡ଼ିଆ ନ୍ୟୁଜ୍: ସରିଲା ଆଡ଼ପମଣ୍ଡପ ଲୀଳା । ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିଲେ କାଳିଆ ସାଆନ୍ତେ । ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଭକ୍ତଙ୍କ ଭିଡ। ଆଜି ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ଶ୍ରୀଜଗନ୍ନାଥ ମହାପ୍ରଭୁ… Read More...
#Odianews ଏଜବାଷ୍ଟନ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ୧୮୦ ରନରେ ଆଗୁଆ Odia News Jul 4, 2025 0 ଓଡ଼ିଆ ନ୍ୟୁଜ୍: ଏଜବାଷ୍ଟନ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ୧୮୦ ରନରେ ଆଗୁଆ।ଇଂଲଣ୍ଡର ପ୍ରଥମ ଇନିଂସ ୪୦୭ରେ ଅଲଆଉଟ।ଜେମି ସ୍ମିଥ ଓ ହ୍ୟାରି ବ୍ରୁକଙ୍କ ଶତକ।ମହମ୍ମଦ ସିରାଜଙ୍କୁ ୬, ଆକାଶ ଦୀପଙ୍କୁ ୪ ୱିକେଟ… Read More...
#Odianews ଧରାପଡ଼ିଗଲା ଚୀନ୍ର ଚାଲାକି, ଅପରେସନ ସିନ୍ଦୁର ବେଳେ ପାକିସ୍ତାନକୁ ଦେଉଥିଲା ବଳ Odia News Jul 4, 2025 0 ଓଡ଼ିଆ ନ୍ୟୁଜ୍: ଅପରେସନ ସିନ୍ଦୂରରେ କାହିଁକି ପଛଘୁଞ୍ଚା ଦେଇଥିଲା ପାକିସ୍ତାନ, ସତ କଥା କହିଲେ ସ୍ଥଳସେନା ଉପମୁଖ୍ୟ। ଚୀନ ପାକିସ୍ତାନକୁ ସବୁ ପ୍ରକାରର ସହାୟତା ଯୋଗାଇ ଦେଉଥିଲା । ପାକିସ୍ତାନର ୮୧ ପ୍ରତିଶତ ମିଲିଟାରୀ… Read More...