ଭିଜିଲାନ୍ସ ଜାଲରେ ପୋଲିସ ASI ଓ ହୋମ୍‌ଗାର୍ଡ

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ପୋଲିସ ASI ଓ ହୋମ୍‌ଗାର୍ଡ । ବାଙ୍କୋଇ ଫାଣ୍ଡି ASI ତୁଷାର ନାୟକ ଓ ହୋମ୍‌ଗାର୍ଡ ପି.କେ ସୁନ୍ଦରାୟ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ । କେସ୍ ଡାଏରୀରୁ ନାଁ…
Read More...

ଶୁବମନ ଗିଲ୍ ଭାରତୀୟ ଦଳର ନୂଆ ଅଧିନାୟକ

ଓଡ଼ିଆ ନ୍ୟୁଜ୍:ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ ଟିମ୍‌ । ଶୁବମନ ଗିଲ୍ ଭାରତୀୟ ଦଳର ନୂଆ ଅଧିନାୟକ । ରିଷବ ପନ୍ତ ହେଲେ ଉପ-ଅଧିନାୟକ । ଟେଷ୍ଟ ଟିମ୍ ନାଁ ଘୋଷଣା କଲା ବିସିସିଆଇ । ୧୮ ଜଣିଆ ଭାରତୀୟ ଦଳ…
Read More...

ଯୁକ୍ତ୨ ନାମଲେଖା ପାଇଁ କାଲିଠୁ ଆବେଦନ

ଓଡ଼ିଆ ନ୍ୟୁଜ୍: ଯୁକ୍ତ୨ ନାମଲେଖା ପାଇଁ ମେ’ ୨୪ ତାରିଖ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ଏହି ଆବେଦନ ପ୍ରକ୍ରିୟା ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ଜାରି ରହିବ। ଛାତ୍ରଛାତ୍ରୀମାନେ…
Read More...

ଜୁନ୍ ୩ରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ

ଓଡ଼ିଆ ନ୍ୟୁଜ୍:ଜୁନ୍ ୩ରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, କୋଟିଆ ପାଇଁ ନିଯୁକ୍ତ ହେବେ ସ୍ଵତନ୍ତ୍ର ଅଧିକାରୀ । ଦୀର୍ଘମିଆଦି ଏବଂ…
Read More...

ନାଲିବତୀ ବ୍ୟବହାର ଉପରେ କଟକଣା

ଓଡ଼ିଆ ନ୍ୟୁଜ୍: ମନମୁଖୀ ଭାବେ ଗାଡ଼ିରେ ଲଗାଇପାରିବେନି ନାଲିବତୀ।ଏନେଇ ବିଭିନ୍ନ ବିଭାଗକୁ ଚିଠି ଲେଖିଲେ ପରିବହନ ସଚିବ | ବିଭିନ୍ନ ବିଭାଗର ଅଧିକାରୀମାନେ ଯେପରି ମନମୁଖି ଭାବେ ଗାଡ଼ିରେ ନାଲିବତୀ ନଲଗାନ୍ତି ସେନେଇ…
Read More...

ବଦଳିଲେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ

ଓଡ଼ିଆ ନ୍ୟୁଜ୍: ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପିଏମ୍ ପୋଷଣ ଓ ଏମ୍‌ଏମ୍ ପୋଷଣର ନୋଡାଲ୍…
Read More...

ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ

ଓଡ଼ିଆ ନ୍ୟୁଜ୍: ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କଲେ ଅଣହିନ୍ଦୁ । ମନ୍ଦିର ଭିତରେ ଜଣେ ଅଣହିନ୍ଦୁ ପ୍ରବେଶ କରିଥିବା ଚିହ୍ନଟ କରିଥିବା ଦେଖିବାକୁ ମିଳିଛି । ଅଣହିନ୍ଦୁ ଜଣଙ୍କୁ ପୋଲିସ ଓ ମନ୍ଦିର କର୍ମଚାରୀ ଦେଖିବାକୁ ପାଇଥିଲେ…
Read More...

ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି: ପୃଥ୍ୱୀରାଜ ହରିଚନ୍ଦନ

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା। ପୁରୀ ମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକନୋଲୋଜି।ଏ ନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ।ଆଣ୍ଟି ଡ୍ରୋନ ଟେକନୋଲୋଜି ଲାଗିଲେ ଡ୍ରୋନ ଉଡିବା ପରେ ଏହାକୁ ଖସାଇ…
Read More...

ଭାରତୀୟ ବିମାନକୁ ଅନୁମତି ଦେଲାନି ପାକ୍

ଓଡ଼ିଆ ନ୍ୟୁଜ୍: ଆକାଶମାର୍ଗ ବ୍ୟବହାର ପାଇଁ ଅନୁମତି ଦେଲାନି ପାକିସ୍ତାନ।ଦିଲ୍ଲୀ-ଶ୍ରୀନଗର ଇଣ୍ଡିଗୋ ବିମାନକୁ ଅନୁମତି ଦେଲାନି ପାକ୍କୁ।ଆପଥର ମାଡ଼ରୁ ବର୍ତ୍ତିବା ପାଇଁ ଏୟାରସ୍ପେସ ମାଗିଥିଲା ଇଣ୍ଡିଗୋ ବିମାନ। ହେଲେ ସଫା ସଫା…
Read More...

ଇସ୍ତଫା ଦେବେ ୟୁନୁସ !

ଓଡ଼ିଆ ନ୍ୟୁଜ୍: ଇସ୍ତଫା ଦେବେ ୟୁନୁସ ! ବାଂଲାଦେଶରେ ପୁଣି ଦେଖାଦେଇଛି ରାଜନୈତିକ ଅସ୍ଥିରତା। ଦେଶର ସ୍ଥିତି ଆଗରେ ନଇଁଛନ୍ତି ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ । ଖୁବ୍‌ ଶୀଘ୍ର ପଦରୁ ଇସ୍ତଫା ଦେଇପାରନ୍ତି ମହମ୍ମଦ…
Read More...