ଧର୍ମ ବିହାରରେ ପିଏନଜି ଶବଦାହ ଗୃହର ହେଲା ଲୋକାର୍ପିତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧର୍ମ ବିହାରରେ ପିଏନଜି ଶବଦାହ ଗୃହର ହେଲା ଲୋକାର୍ପିତ । ଫଳରେ ଏମିକି ପ୍ରାକୃତିକ ଗ୍ୟାସରେ ହେବ ଶବ ଦାହ । ଲୋଡା ପଡିବନି କାଠ । ଖରା ହେଉ କି ବର୍ଷା, ଶବ ଦାହ ପାଇଁ ରହିବନି ଚିନ୍ତା ।   ଗେଲ୍…
Read More...

ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଦୋକାନୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଗଲା ବସ୍। ଆଠଗଡ ଥାନା ପାଖ ଗୋପବନ୍ଧୁ ଛକରେ ଦୋକାନ ଉପରକୁ ମାଡିଗଲା ବସ । ଛକରେ ଏକ ଅଟୋକୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡିଯାଇଥିଲା ।…
Read More...

ବାରବାଟୀ ବିଧାୟକଙ୍କୁ ସାମୟିକ ଆଶ୍ୱସ୍ତି, ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି। ସଭ୍ୟପଦ ରଦ୍ଦ ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ। MP / MLA ଙ୍କ ପାଇଁ ଗଠିତ ସ୍ୱତନ୍ତ୍ର ବେଞ୍ଚରେ ହେବ…
Read More...

ନକଲି ଆରଟିଆଇ କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନକଲି ଆରଟିଆଇ କର୍ମୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍।  ସୂଚନା ଅଧିକାର କର୍ମୀ ଭାବେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଠକକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍  । ଠକ କିଶୋର…
Read More...

ବାରିପଦା ମେଡିକାଲ କଲେଜ ଭୟାବହ ଅଗ୍ନିକାଣ୍ଡ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲରେ ଘଟିଛି ଭୟାଭୟ ଅଗ୍ନିକାଣ୍ଡ । ମେଡ଼ିକାଲ୍‌ର ତୃତୀୟ ମହଲାରୁ ନିଆଁ ଲାଗିଥିଲା। ମାତ୍ର ଏଥିରେ କେହି ମୃତାହାତ ହୋଇନଥିବା…
Read More...

ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି। କୁଳାଧିପତି ତଥା ରାଜ୍ୟପାଳ ଗଣେଶୀ ଲାଲ୍ଶୁକ୍ରବାର ଦିନ ସାବିତା ପ୍ରଧାନଙ୍କୁ ପୁରୀ ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର…
Read More...

ହୃଦଘାତରେ ଅନୁଗୋଳ ଏଏସ୍‌ପି ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ପରଲୋକ !

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନୁଗୋଳର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍‌ପି) ଭାବେ କାର୍ଯ୍ୟ କରୁଥିବା ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କର ଗୁରୁବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ସୁରେଶ…
Read More...

ଉଦଯାପିତ ହେଲା ୨୮ ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନସିପ୍

ଉଦଯାପିତ ହେଲା ୨୮ ତମ ରାଜ୍ୟ ଟେବୁଲ ଟେନିସ ଚାମ୍ପିଅନସିପ୍ । କଟକ ଜବାହର ଲାଲ ନେହେରୁ ଇଣ୍ଡୋର୍ ଷ୍ଟାଡିୟମରେ ଆୟୋଜିତ ଏହି ଚାମ୍ପିଅନସିପରେ ଖେଳିଥିବା ବିଭିନ୍ନ ବର୍ଗର କୃତିତ୍ୱ ହାସଲ କରିଥିବା ଖେଳାଳୀଙ୍କୁ ସମ୍ବର୍ଦ୍ଧିତ…
Read More...

ହନୁମାନ ପଇସା ବିକିବାକୁ ଆସି ପୋଲିସ ହାବୁଡ଼ରେ ପଡ଼ିଗଲେ ୩ ଯୁବକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହନୁମାନ ପଇସା ବିକିବାକୁ ଆସି ପୋଲିସ ହାବୁଡ଼ରେ ପଡ଼ିଗଲେ ୩ ଯୁବକ। ସନ୍ଦେହ ଜନକ ଭାବେ କାର୍‌ରେ ଘୂରି ବୁଲୁଥିବା ବେଳେ ସନ୍ଦେହ ହେବାରୁ ପୁଲିସ୍‌ କାର୍‌ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାରରୁ…
Read More...

ଶକ୍ତି ବିଭାଗ ଆଣିଲା ନୂଆ ଯୋଜନା, ସଞ୍ଚୟ ହେବ ବିଜୁଳି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶକ୍ତି ବିଭାଗ ଆଣିଲା ନୂଆ ଯୋଜନା, ଏଥର ସଞ୍ଚୟ ହେବ ବିଜୁଳି। ରୁଫ ଟପ ସୋଲାର ସିଷ୍ଟମ ଓ ଭଲ ଟେକ୍ନୋଲୋଜିର ଗ୍ୟାଜେଟ ବ୍ୟବହାର ପାଇଁ ନିବେଦନ କରିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି,…
Read More...