ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥି

ଓଡ଼ିଆ ନ୍ୟୁଜ୍: ଲୁହରେ ଭିଜିଲା ବାଲେଶ୍ୱରର ଇସାଣୀ ଗାଁ । ଶୋକାକୂଳ ପରିବେଶରେ ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥି। ଗାଁ ମଶାଣୀରେ ସମ୍ପନ୍ନ ହେଲା ଶେଷକୃତ୍ୟ । ବାପା ପ୍ରଶାନ୍ତଙ୍କୁ ମୁଖାଗ୍ନି ଦେଲେ ୮ ବର୍ଷର କୁନି…
Read More...

ପାକିସ୍ତାନ ଉପରେ ଭାରତର ଡିଜିଟାଲ୍ ଷ୍ଟ୍ରାଇକ୍, ବ୍ୟାନ୍ ହେଲା X ଆକାଉଣ୍ଟ 

 ଓଡ଼ିଆ ନ୍ୟୁଜ୍: ଭାରତରେ ପାକିସ୍ତାନର ସରକାରୀ 'X' ହ୍ୟାଣ୍ଡେଲ୍ ବ୍ଲକ୍। IT ମନ୍ତ୍ରାଳୟ ନେଲା ପାକିସ୍ତାନ ବିରୋଧରେ ପଦକ୍ଷେପ। 'X' କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇଥିଲା IT ମନ୍ତ୍ରାଳୟ।ପହଲଗାମ ଆତଙ୍କବାଦୀ ଆକ୍ରମଣର…
Read More...

କଳ୍ପନାଠାରୁ ବଡ ଦଣ୍ଡ ଦିଆଯିବ: ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ନ୍ୟୁଜ୍: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଚେତାବନୀ, ଖୋଜି ଖୋଜି ମାରିବୁ। ପଞ୍ଚାୟତରାଜ ଦିବସ ଅବସରରେ ବିହାରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହୋଇଛନ୍ତି ।…
Read More...

ଜଳୁଛି ସାରା ଓଡ଼ିଶା

ଓଡ଼ିଆ ନ୍ୟୁଜ୍: ସାରା ଓଡ଼ିଶା ଜଳୁଛି। ତାତିର ତାଉରେ ଓଡ଼ିଶାବାସୀ ସିଜୁଛନ୍ତି। ରାଜ୍ୟରେ ଅସମ୍ଭାଳ ତାତିକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆହୁରି ୩ ଦିନ ଅସହ୍ୟ ଗରମ ଓ ଗୁଳୁଗୁଳି କଲବଲ କରିବ ବୋଲି ପାଣିପାଗ ବିଭାଗ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯାତ୍ରା ଅଭିନେତା ବାପି ପଣ୍ଡା ଓ ନରି ପଣ୍ଡା

ଓଡ଼ିଆ ନ୍ୟୁଜ୍: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସଭାପତି ବାପି ପଣ୍ଡା ।  ଯାତ୍ରା କଳାକାରଙ୍କୁ ନ୍ୟାୟ ଭିକ୍ଷା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଅଭିନେତା ତଥା ଯାତ୍ରା କଳାକାର ଓ…
Read More...

ପ୍ରତିଷ୍ଠା ହେବ ୫ ସ୍ଵତନ୍ତ୍ର ଫାଷ୍ଟଟ୍ରାକ ମହିଳା କୋର୍ଟ: ଆଇନ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ପ୍ରତିଷ୍ଠା ହେବ ୫ଟି ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ ମହିଳା କୋର୍ଟ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି,…
Read More...

RI, ICDS ସୁପରଭାଇଜର, ARI, ଅମିନ ପ୍ରିଲିମ୍‌ ପରୀକ୍ଷାରେ ସମସ୍ତେ ଉତ୍ତୀର୍ଣ୍ଣ

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ବଡ଼ ଘୋଷଣା । ୨୦୨୪ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ରେଭେନ୍ୟୁ ଇନ୍ସପେକ୍ଟର (RI), ICDS ସୁପରଭାଇଜର, ଆସିଷ୍ଟାଣ୍ଟ…
Read More...

ରାଜ୍ୟରେ ଗଠନ ହେଲା ୩ ନୂଆ ସିଭିଲ ଜଜ୍ କୋର୍ଟ

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଗଠନ ହୋଇଛ ୩ଟି ନୂଆ ସିଭିଲ୍ ଜଜ୍ କେର୍ଟ । ଏହି କୋର୍ଟଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା, ସମ୍ବଲପୁର ଜିଲାର ରେଙ୍ଗାଲିଠାରେ ସ୍ଥାପନ କରାଯାଇଛି। ଓଡ଼ିଶା ଉଚ୍ଚ…
Read More...

ଆତଙ୍କୀ ହମଲା: ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିପାରନ୍ତି କେନ୍ଦ୍ର ସରକାର

ଓଡ଼ିଆ ନ୍ୟୁଜ୍: ପହଲାଗାମରେ ଆତଙ୍କୀ ହମଲାକୁ ନେଇ ଆସନ୍ତାକାଲି ବସିପାରେ ବଡ଼ ବୈଠକ । ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ହମଲାକୁ ନେଇ କେନ୍ଦ୍ର ସରକାର କଡ଼ା ମନୋଭାବ ଗ୍ରହଣ କରିଛନ୍ତି। ଏହି ଘଟଣାର ଗମ୍ଭୀରତାକୁ…
Read More...

ପହଲଗାମ ଆତଙ୍କୀ ହମଲା ପରେ ଭାରତର ୫ ବଡ଼ ଆକ୍ସନ

ଓଡ଼ିଆ ନ୍ୟୁଜ୍: ପହଲଗାମରେ ଆତଙ୍କବାଦୀଙ୍କ ନରସଂହାରରେ ସ୍ତବ୍ଧ ଭାରତ। ଦେଶ ବିରୋଧୀ ଆତଙ୍କବାଦ ବିରୋଧରେ ବଡ଼ ଯୁଦ୍ଧ ଘୋଷଣା କରିଛି ଭାରତ। ଏଥିଲାଗି ଭାରତ ବିରୋଧୀ ଆତଙ୍କବାଦର ପୃଷ୍ଠପୋଷକ ପାକିସ୍ତାନ ବିରୋଧରେ କଠୋର…
Read More...