ଗୋଲ୍ଡ ମେଡାଲିଷ୍ଟ ବକ୍ସର କୌର ସିଂହଙ୍କର ପରଲୋକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପରଲୋକରେ ଏସିଆ ବକ୍ସିଂ ଚାମ୍ପିୟନସିପ୍‌ ଗୋଲ୍ଡ ମେଡାଲିଷ୍ଟ ବକ୍ସର କୌର ସିଂହ । ଗତକାଲି କୁରୁକ୍ଷେତ୍ର ହସ୍‌ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଲେ ୭୪ ବର୍ଷୀୟ କିମ୍ବଦନ୍ତୀ ମୁଷ୍ଟି…
Read More...

ସୁଦାନରୁ ଫେରିବା ପରେ ଲୋମଟାଙ୍କୁରା ଅନୁଭୂତି ବଖାଣିଲେ ୬ ଓଡ଼ିଆ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅପରେସନ୍ କାବେରୀ ଜରିଆରେ ସୁଦାନରୁ ୬ ଜଣ ଓଡ଼ିଆ ନିଜ ଘରକୁ ଫେରିଛନ୍ତି। ସୁଦାନରୁ ଭାରତ ସରକାର ସେମାନଙ୍କୁ ନିଜ ଘରକୁ ଆଣିଛନ୍ତି। ସେମାନେ ରହୁଥିବା ସ୍ଥାନ ପାଖରେ ହିଁ ଚାଲିଥିଲା ଯୁଦ୍ଧ। ସେମାନେ…
Read More...

ସମ୍ବଲପୁରରେ ହିଂସାର ତଦନ୍ତ କରିବ ବିଜେପିର ୪ ଜଣିଆ ଟିମ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେପିର ୪ ଜଣିଆ ଟିମ୍ ହନୁମାନ ଜୟନ୍ତୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରରେ ହୋଇଥିବା ହିଂସାର ତଦନ୍ତ କରିବ । ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସମ୍ବଲପୁର ହିଂସାକୁ ନେଇ ଦୁଃଖ ପ୍ରକାଶ…
Read More...

ଭୁବନେଶ୍ୱରରେ ଡିଭାଇଡରକୁ ପିଟିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୨୬ ଛାତ୍ରଛାତ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଛକରେ ଡିଭାଇଡରକୁ ପିଟିଲା ବସ୍‌, ଅଳ୍ପକେ ବର୍ତ୍ତିଲେ ୨୬ ଛାତ୍ରଛାତ୍ରୀ । ବସ ଡିଭାଇଡରରେ ପିଟି ହେବାରୁ ଏହାର ଗୋଟିଏ ପାର୍ଶ୍ୱ ନଷ୍ଟ ହୋଇଯାଇଛି। ତେବେ ବସରେ…
Read More...

ଦ୍ବାଦଶ ଶ୍ରେଣୀରେ କମ୍ ମାର୍କ ରଖିଥିବାରୁ ଘର ଦେବାକୁ ମନାକରିଦେଲେ ମାଲିକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ଏବଂ କୋଲକାତା ଭଳି ବଡ଼ ସହରରେ ଭଲ ଘର ମିଳିବା ଏବେ କାଠିକର ପାଠ ହୋଇଗଲାଣି ।  ମନଲାଖି ଘରଭଡା ଟିଏ ମିଳିବା ତ ଭିନ୍ନ କଥା । ଘର ମାଲିକ କିପରି ତାହା ମଧ୍ୟ ଭଲ ଭାବେ…
Read More...

ହାତୀ ମୃତ୍ୟୁରେ ଲାଗୁନି ରୋକ: ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ହାତୀର ମୃତଦେହ ଉଦ୍ଧାର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ହାତୀ ମୃତ୍ୟୁରେ ଲାଗୁନି ରୋକ । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ହାତୀମୃତ୍ୟୁ ଚିନ୍ତାଜନକ ପ୍ରସଙ୍ଗ ପାଲଟିଥିବା ବେଳେ ଏଭଳି ପରିସ୍ଥିତିରେ ଆଜି ପୁଣି ଏକ…
Read More...

ମିଥ୍ୟା ଖବର ପ୍ରସାରଣ ନେଇ ବୈଦ୍ୟୁତିକ ଗଣମାଧ୍ୟମକୁ ଲିଗାଲ ନୋଟିସ୍ ପଠାଇଲେ ସୁଶାନ୍ତ ସିଂ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମିଥ୍ୟା ଖବର ପ୍ରସାରଣ ନେଇ ବୈଦ୍ୟୁତିକ ଗଣମାଧ୍ୟମକୁ ଲିଗାଲ ନୋଟିସ୍ ପଠାଇଲେ ଭଟଲିର ବିଜେଡି ବିଧାୟକ ସୁଶାନ୍ତ ସିଂ । ଓକିଲଙ୍କ ଜରିଆରେ ସଂପୃକ୍ତ ଚ୍ୟାନେଲର ସଂପାଦକ ଓ ଉପସ୍ଥାପକଙ୍କୁ ଲିଗାଲ୍…
Read More...

ଭୂତଙ୍କ ସଭାପତି ବିପିନ କୁମାର ରାଉତରାୟଙ୍କୁ ବାନ୍ଧିଲା ପୋଲିସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୂତଙ୍କ ସଭାପତି ବିପିନ କୁମାର ରାଉତରାୟଙ୍କୁ ବାନ୍ଧିଲା ପୋଲିସ । ଏକ ପୁରୁଣା ମାମଲାରେ ଗିରଫ ହୋଇଛନ୍ତି ବିପିନ କୁମାର ରାଉତରାୟ । ବିପିନ କୁମାର ରାଉତରାୟଙ୍କ ଘର ସ୍ଥାନୀୟ ନନ୍ଦପୁର ଗ୍ରାମରେ ।…
Read More...

ନବରଙ୍ଗପୁରରେ ପୁଲିସ ଓ ନକ୍ସଲ ଗୁଳିବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ନବରଙ୍ଗପୁର ଜିଲ୍ଲାର ରାଇଘର ସୀମାନ୍ତ ଅଞ୍ଚଳରେ ଏସଓଜି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏସ୍‌ଓଜି ଯମାନଙ୍କୁ ମୁକାବିଲା କରି ନପାରି ମାଓବାଦୀ ଛତ୍ରଭଙ୍ଗ ଦେଇ ଖସି ପଳାୟନ…
Read More...

ବିଜେବି କଲେଜରେ ପଶିପାରିବେନି ଅଣଛାତ୍ର, ପ୍ରବେଶ ବାରଣ ନେଇ ପୋଷ୍ଟର ମାରିଲେ କର୍ତ୍ତୃପକ୍ଷ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେବି କଲେଜରେ ପଶିପାରିବେନି ଅଣଛାତ୍ର, ପ୍ରବେଶ ବାରଣ ନେଇ ପୋଷ୍ଟର ମାରିଲେ କର୍ତ୍ତୃପକ୍ଷ । ନିକଟରେ ଭୁବନେଶ୍ୱର ବିଜେବି କଲେଜରେ ତିନି ଜଣ ଛାତ୍ରଙ୍କୁ ଛୁରା ମାଡ଼ ଘଟଣା ପରେ ଅଣଛାତ୍ରଙ୍କ ପ୍ରବେଶ…
Read More...