ସରିଲା ଓଟିଇଟିଟି ୨୦୨୨ର ପରୀକ୍ଷା, ଡିଜିଟାଲ୍ ଲକର୍‌ରେ ଓଏମ୍‌ଆର୍‌ ସିଟ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସରିଲା ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ୨୦୨୨ର ଦୁଇଟି ପେପର୍ ପରୀକ୍ଷା। ଓଟିଇଟି- ୧ ଏବଂ ଓଟିଇଟି-୨ ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଟିଂରେ ହୋଇଥିଲା। ଚଳିତଥର ଇଣ୍ଟିଗ୍ରେଟେଡ୍ ଏବଂ ଏମ୍‌ଏଡ୍‌…
Read More...

ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ: କେବଳ ପଚରାଉଚରାରେ ସୀମିତ ତଦନ୍ତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ରେଳ ଦୁର୍ଘଟଣାକୁ ପୁରିଲା ମାସେ। ଏହି ଲୋମଟାଙ୍କୁରା ଦୁର୍ଘଟଣାରେ ଏବେ ସୁଦ୍ଧା ୨୯୩ ଜଣଙ୍କ ଜୀବନ ଯାଇଥିବା ବେଳେ କେତେକ ଗୁରୁତର ଯାତ୍ରୀ ଚିକିତ୍ସିତ ହେଉଛନ୍ତି। ମାସେ ପରେ ମଧ୍ୟ ମାମଲା…
Read More...

ରାଜ୍ୟରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଅଧାରୁ ଅଧିକ ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବର୍ଷା ଦିନ ଆରମ୍ଭ ନହେଉଣୁ ରାଜ୍ୟରେ ବଢିଲାଣି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ୱରରେ ସ୍ଥିତି ଗମ୍ଭୀର ରହିଛି। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୭୫ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ…
Read More...

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନେଇ ଆସିଲା ଅଧ୍ୟାଦେଶ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନେଇ ଆସିଲା ଅଧ୍ୟାଦେଶ। ବହୁ ବାଦ ବିବାଦ ପରେ ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ । ଆଇନ ବିଭାଗ ପକ୍ଷରୁ ଗେଜେଟ୍‌…
Read More...

ବାଇଜୁ ବଦଳେ ଡ୍ରୀମ୍ 11ର ନୂଆ ଜର୍ସି ପିନ୍ଧି ବିଶ୍ୱକପ ଖେଳିବ ଟିମ୍ ଇଣ୍ଡିଆ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସୂଚୀ ଘୋଷଣା କରିସାରିଛି ଆଇସିସି । ଅକ୍ଟୋବର ୫ ତାରିଖରୁ ଆଇସିସି ବିଶ୍ବକପ ୨୦୨୩ର ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ…
Read More...

କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : କେନ୍ଦ୍ର ସରକାର ଦେଶର ଜନସାଧାରଣଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାର ବୃଦ୍ଧି କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇରୁ ସେପ୍ଟେମ୍ବର ତିନି ମାସ ପାଇଁ…
Read More...

ରତ୍ନଭଣ୍ଡାରକୁ ନେଇ ଏପରି କହିଲେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରତ୍ନଭଣ୍ଡାରକୁ ନେଇ  ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବରିଷ୍ଠ ବିଧାୟକ ନରସିଂହ ମିଶ୍ର ଉଦବେଗ ପ୍ରକାଶ କରିଛନ୍ତି। ରତ୍ନ ଭଣ୍ଡାର ଅବସ୍ଥା ଦୟନୀୟ ରହିଛି। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ…
Read More...

ଏହି ୧୩ଟି ନୂଆ ରୁଟରେ ଗଡ଼ିବ ମୋ ବସ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : କ୍ରୁଟ 'ମୋ ବସ' ସହରାଞ୍ଚଳରେ ଜନସାଧାରଣଙ୍କୁ ପରିବହନ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି। ରାଜ୍ୟ ସରକାରଙ୍କର ଏହି କାର୍ଯ୍ୟକ୍ରମ ସହରାଞ୍ଚଳରେ ପରିବହନ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି…
Read More...

ମୋଦିଙ୍କ ସହ ଫୋନରେ ଏହି ପ୍ରସଙ୍ଗରେ କଥା ହେଲେ ପୁଟିନ

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ଉଭୟ ନେତା ଓ୍ବାଗନର ବିଦ୍ରୋହ ଏବଂ ଋଷ-ୟୁକ୍ରେନ ଯୁଦ୍ଧ ବିଷୟରେ ଆଲୋଚନା…
Read More...

ବିଶ୍ୱର ଚତୁର୍ଥ ବୃହତ୍ତମ ବ୍ୟାଙ୍କର ମାନ୍ୟତା ହାସଲ କରିବ ଏଚଡିଏଫସି

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଏଚଡିଏଫସି ବ୍ୟାଙ୍କ ଓ ଏଚଡିଏଫସିର ମିଶ୍ରଣ ପରେ ଏଚଡିଏଫସି ବିଶ୍ୱର ଚତୁର୍ଥ ବୃହତ୍ତମ ବ୍ୟାଙ୍କର ମାନ୍ୟତା ହାସଲ କରିବ । ଫଳରେ ଆମେରିକା ଓ ଚୀନର ସର୍ବବୃହତ ବ୍ୟାଙ୍କିଂ ଶ୍ରେଣୀରେ ଭାରତ ଆସିଯିବ।…
Read More...