୭ଦିନ ବଢ଼ିଲା ଧାନକିଣା ଅବଧି
ଓଡ଼ିଆ ନ୍ୟୁଜ୍: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯେପରି ଜଣେ ଚାଷୀଙ୍କ ଟୋକନ୍ ଲାପ୍ସ ଯିବନି ସେଥିପାଇଁ ଗୁରୁତ୍ବ। ଚଳିତ ଖରିଫ୍ ଋତୁରେ…
Read More...
Read More...