କାହିଁକି ମୁଖ୍ୟ କାର୍ଯ୍ୟାଳୟ ବନ୍ଦ କଲା ବିସିସିଆଇ ?

0

୧୭.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  କରୋନା ଭାଇରସ ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମଙ୍ଗଳବାରରୁ ବିସିସିଆଇ ତାହାର ମୁଖ୍ୟ କାର୍ଯ୍ୟାଳୟ ବନ୍ଦ କରିଦେଇଛି l କରୋନା ଭାଇରସ ସଂକ୍ରମଣ ପାଇଁ ବିସିସିଆଇ ସମସ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ପୂର୍ବରୁ ସ୍ଥଗିତ ରଖିଛି l ବିସିସିଆଇ ତଫରରୁ ଇଣ୍ଡିଆନ ପରିମିୟର ଲିଗ (ଆଇପିଏଲ)କୁ ଆସନ୍ତା ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି l କରୋନା ଭାଇରସ ପାଇଁ ନିଜ ମୁଖ୍ୟ କାର୍ଯ୍ୟାଳୟ ବନ୍ଦ କରିଦେଇଥିବାବେଳେ କର୍ମଚାରୀ ମାନଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଛନ୍ତି l ୱାନଖେଡ଼ ଷ୍ଟାଡିୟମ ସ୍ଥିତ
ବିସିସିଆଇର ମୁଖ୍ୟ କାର୍ଯ୍ୟଳୟକୁ ବନ୍ଦ କରାଯିବାସହ କର୍ମଚାରୀ ମାନଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି l

 

Leave A Reply

Your email address will not be published.