୪ଟି ପ୍ରସ୍ତାବ କ୍ୟାବିନେଟରେ ପାରିତ

0

ଓଡ଼ିଆ ନ୍ୟୁଜ୍: ଆଜିର କ୍ୟାବିନେଟ୍‌ ବୈଠକରେ ୪ଟି ପ୍ରସ୍ତାବ ପରିତ।ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ।ଇଲେକ୍ଟ୍ରୋନିକ୍‌ ଓ ଆଇଟି ବିଭାଗର ୨ଟି ପ୍ରସ୍ତାବ ପାରିତ।ସଂସଦୀୟ ବ୍ୟାପାର ଓ GA ବିଭାଗର ଗୋଟିଏ ଲେଖାଏଁ ପ୍ରସ୍ତାବ ପାରିତ।ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ ନେଇ ପ୍ରସ୍ତାବ ପାରିତ।ଲୋକସେବା ଆୟୋଗର ୩ ସଦସ୍ୟଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ।

ଇଲେକ୍ଟ୍ରୋନିକ୍‌ କମ୍ପୋନେଣ୍ଟ ମାନ୍ୟୁଫାକ୍‌ଚରିଂ ପଲିସିକୁ ଅନୁମୋଦନ।ମାନ୍ୟୁଫାକ୍‌ଚରିଂ ପାଇଁ କ୍ୟାପିଟାଲ ସବ୍‌ସିଡି, ଟର୍ଣ୍ଣଓଭର ଇନ୍‌ସେଣ୍ଟିଭ୍‌ ମିଳିବ।୧୦ଟି ମେଗା ପ୍ରକଳ୍ପ ପାଇଁ ସବସିଡି କିମ୍ବା ଟର୍ଣ୍ଣଓଭର ଅନୁଯାୟୀ ଇନସେଣ୍ଟିଭ ମିଳିବ। ଇଲେକ୍ଟ୍ରୋନିକ୍‌ କମ୍ପୋନେଣ୍ଟ ମାନ୍ୟୁଫାକ୍‌ଚରିଂରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହେବ। ନୂଆ ଆଇଟି ପଲିସିକୁ ଅନୁମୋଦନ କରାଯାଇଛି।ନୂଆ ଆଇଟି ପଲିସିରେ କ୍ୟାପିଟାଲ ସବସିଡି ୩୦%କୁ ବୃଦ୍ଧି, ଅପର ଲିମିଟ ଉଠିଗଲା।

Leave A Reply

Your email address will not be published.